।। ରିତିକ୍ ର ଚୁଡ଼ା କରଣ ଉତ୍ସବ ପାଳନ ।।

Mar 31, 2024 - 07:49
 0  11
।।  ରିତିକ୍ ର ଚୁଡ଼ା କରଣ ଉତ୍ସବ ପାଳନ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡା ଇରି କେସନ୍ କୋଲନି ଠାରେ ଚୁଡ଼ା କରଣ ପାଳନ କରାଗଲା ଶ୍ରୀମତି ସଂଯୁକ୍ତା ଭାତ୍ର (ଶ୍ରୀ ଦୁର୍ଯ୍ୟୋଧନ ଭତ୍ରା ଙ୍କ ଏକ ମାତ୍ର ପୁତ୍ର ରିତିକ୍ ର ଚୁଡ଼ା କରଣ ବହୁତ୍ ଧୁମଧାମ ରେ ପାଳନ କରା ଯାଇଥିଲା ମୁଖିଗୁଡା ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁ ମନ୍ଦିରରେ ଅର୍ଣ୍ଣ ବେବାସ୍ତା କରା ଯାଇଥିଲା ସମସ୍ତେ ଅର୍ଣ ପ୍ରସାଦ ସେବନ କରିଥଲେ ବହୁତ୍ ଖୁସି ମଧ୍ୟ ଜଣାଇ ଥିଲେ।

କଳାହାଣ୍ଡି ଜିଲ୍ଲା ରୁ ରଜନି କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ