।। ରାୟଗଡ଼ା ଜିଲ୍ଲା ର ବିଭିନ୍ନ ଶରକାରି ଓ ବେଶରକାରି କାର୍ଯ୍ୟାଳୟ ତରଫରୁ 75ତମ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।।

ମୁନିଗୁଡା , ରାୟଗଡ଼ା ଜିଲ୍ଲା ର ବିଭିନ୍ନ ଶରକାରି ଓ ବେଶରକାରି କାର୍ଯ୍ୟାଳୟ ତରଫରୁ 75 ତମ ସାଧାରଣତନ୍ତ୍ର ଦିବସକୁ ଵହୁ ସୁନ୍ଦର ଭାବରେ ପାଳିତ ହୋଇ ଯାଇଛି। ସେହିପରି ରାୟଗଡ଼ା ଜିଲ୍ଲା ର ବିଭିନ୍ନ ବ୍ଲକର ଶରକାରି ଓ ବେଶରକାରି କାର୍ଯ୍ୟାଳୟ ମାନଙ୍କରେ 75 ତମ ସାଧାରଣତନ୍ତ୍ର ଦିବସକୁ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ସେହି ଭଳି ମୁନିଗୁଡ଼ା ସୁଭଦ୍ରା ଉଦ୍ଧବ ସୈଣ୍ଡିକ ସମାଜ ଭବନ ଠାରେ ପ୍ରେସ କ୍ଲବ ତରଫରୁ ରାମଚନ୍ଦ୍ର ଵେହେରା ପତାକା ଉତ୍ତୋଳନ କରି ପ୍ରେସ କ୍ଲବର ସଦସ୍ୟ ମାନଙ୍କୁ କିଛି ଉଦବୋଧନ ଦେଇ ଭାଷଣ ମାଧ୍ୟମ ରେ ବୁଝାଇଥିଲେ।ଏତି ସହ ପ୍ରେସ କ୍ଲବର ସଭାପତି ରାଜିବ ଲୋଚନ ଦାସ, ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ,ଉପ ସଭାପତି ମନୋରଞ୍ଜନ ଦଳାଇ, ଚନ୍ଦ୍ରଶେଖର ପଣ୍ଡା,ହାଡିପା ଗୈଡ,ଗଣେଷ ପାତ୍ର, ପ୍ରମୋଦ ସାହୁକାର,କ୍ଷମା ସାଗର ଦାସ, ଧନୁ କୁଶିଲିଆ,ସନାତନ ନାୟକ,ପ୍ରସାଦ ସାହୁକାର,ନରେଶ ପାତ୍ର,ଓ ସମସ୍ତ ସଦସ୍ୟମାନଙ୍କୁ ନେଇ ଗଣ ତନ୍ତ୍ର ଦିବସ ପାଳିତ ହୋଇ ଥିଲା। ଏଥିସହିତ ଅମ୍ବାଦଳା ଚନ୍ଦ୍ରପୁର ବ୍ଲକ ଗୁଣୁପୁର ପଦ୍ମପୁର କାସିପୁର କେସିଙ୍ଗ ପୁର କଲନୋରା ରାମାନାଗୁଡ଼ା ଗୁଡ଼ାରୀ ପରି ବିଭିନ୍ନ ବ୍ଲକ ରେ 75 ତମ ସାଧାରଣତନ୍ତ୍ର ଦିବସକୁ ଧୁମ୍ ଧାମରେ ପାଳନ କରାଯାଇଥିବା ଯଣା ପଡ଼ିଛି । କୃଷି ବିଭାଗର ଉତ୍ତମ କୁମାର ଦାସ କିଛି ଉଦବୋଧନ ଦେଇ ଥିଲେ।ସେହି ଭଳି ମୁନିଗୁଡ଼ା ରେ ସରକାରୀ ଵେ ସରକାରୀ ଶିକ୍ଷା ଅନୁଷ୍ଠାନ ଓ ତହସିଲ ଅଫିସ ବ୍ଲକ ଅଫିସ୍ ମୁନିଗୁଡ଼ା ଥାନା ସ୍କୁଲ କଲେଜ ଓ ରେଳ ବିଭାଗ ତରଫରୁ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଥିଵା ଦେଖିବାକୁ ମିଳିଛି। ତିନିକୋଣିଆ ଛକ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ କ୍ଲବ୍ ରେ ସଭାପତି ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ 75ତମ ଗଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ସେହିପରି ବିଭିନ୍ନ କ୍ଲବ ମାନଙ୍କରେ ମଧ୍ୟ 75ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






