।ରାଉରକେଲା ସେକ୍ଟର 16ନମ୍ବର ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ।।

Feb 19, 2024 - 06:42
 0  8
।ରାଉରକେଲା ସେକ୍ଟର 16ନମ୍ବର ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ।।

ଆଜି ରାଉରକେଲା ସେକ୍ଟର 16ନମ୍ବର ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର. ଏହି କାର୍ଯ୍ୟକ୍ରମ କୁ ଦିଲ୍ଲୀପ ରାୟ ଙ୍କୁ ସାନମାନୀୟ ଅତିଥିଭାବେ ସାନମାନିତ କରାଯାଇଥିଲା. ପରେ ପରେ ଦିଲ୍ଲୀପ ରାୟ ଙ୍କ ମା ତାରିଣୀ ଙ୍କ ଦର୍ଶନ ସହ ସରସ୍ବତୀ ଙ୍କୁ ମଧ୍ୟ୍ୟ ଦର୍ଶନ କରିଥିଲେ. ମା ଙ୍କ ଦର୍ଶନ ସାରି ଏହି ରକ୍ତଦାନ ର କାର୍ଯ୍ୟକ୍ରମ କୁ ନିଜ ହାତରେ ଫିତା କଟି ଉଦଘାଟନ କରିଥିଲେ. ସେ ମଧ୍ୟ୍ୟ ତାଙ୍କ ବକ୍ତବ୍ୟ ରେ କହିଛନ୍ତି ଏହିପରି ଆଗାମୀ ଯୁବପିଢ଼ି ଯଦି ନିଜ ଉତ୍ସାହ ରେ ଏହିପରି ରକ୍ତଦାନ କରିବେ ତେବେ ଆମ ଓଡ଼ିଶାରେ ରକ୍ତ ର ଅଭାବ ରହିବନାହିଁ ।

 ରାଉରକେଲା ରୁ ସଂଗୀତା ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ