।। ମୁନିଗୁଡା ଶୌଣ୍ଢିକ ସମାଜ ଭବନ ଠାରେ ନିଖିଲ ଉତ୍କଳ ଦକ୍ଷିଣାଞ୍ଚଳ ଶୌଣ୍ଢିକ ସମାଜ.ରାଜ୍ଯ ସ୍ତରୀୟ ବୈଠକ ଅନୁଷ୍ଠିତ ।।

Nov 9, 2023 - 18:42
 0  9
।। ମୁନିଗୁଡା ଶୌଣ୍ଢିକ ସମାଜ ଭବନ ଠାରେ ନିଖିଲ ଉତ୍କଳ ଦକ୍ଷିଣାଞ୍ଚଳ ଶୌଣ୍ଢିକ ସମାଜ.ରାଜ୍ଯ ସ୍ତରୀୟ ବୈଠକ ଅନୁଷ୍ଠିତ ।।

ମୁନିଗୁଡା: ନ୍ୟିୟୁଜ୍ -ରାୟଗଡା ଜିଲ୍ଲାର ମୁନିଗୁଡା ସୁଭଦ୍ରା ଉଦ୍ଦବ ଶୌଣ୍ଢିକ ସମାଜ ଭବନ ଠାରେ ନିଖିଲ ଉତ୍କଳ ଶୌଣ୍ଢିକ ସମାଜର ରାଜ୍ଯ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସେହିପରି ରାୟଗଡା ଜିଲ୍ଲା ତରଫରୁ ସମ୍ପଦକ ସୁବାସ ବେହେରା ପୌର ପରିଷଦ ସଭାପତି ସୁରେଶ ଚୌଧୁରୀ, ରାୟଗଡା ମହିଳା ସଭାପତି ମାଳତି ଚୌଧୁରୀ, ସଞ୍ଜୟ ସୁନାମୁଦି,ରାମକୃଷ୍ଠ ଚୌଧୁରୀ,ରାଜେନ୍ଦ୍ର କୁମାର ସାହୁ, ଜୈତୀ ଚୌଧୁରୀ,ଲୋକନାଥ ନାଳା,ବାଲାଜି ପାଣ୍ଡୁ,ଗଣପତି ପଣ୍ଡୁ, (ମିଡିଆ ପାଟନର) ସହଦେଵ ସାହୁ, ରାୟଗଡା ଜିଲ୍ଲା ରୁ ଯାଇ ସହଜଗ କରିଥିଲେ ।ମହିଳା ବରିିଷ୍ଟ ସମାଜ ର ବ୍ଯକ୍ତି ବିଶେଷ ଙ୍କୁ ସମ୍ମାନୀତ ଶଶିିଭୂୂଣ ନିମାଲପୁରୀ,ଲକ୍ଷଣ ରାତ୍ନାଲୁ, ଅବସର କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ଶୌଣ୍ଢିକ ସମାଜର ରାଜ୍ଯ ସଭାପତି ବିକ୍ରମ କିଶୋର ସାହୁ ,ଦକ୍ଷିଣାଞ୍ଚଳ ଶୌଣ୍ଢିକ ସମାଜର ସଭାପତି ନିର୍ମଳ କୁମାର ସାହୁ, ରାଜ୍ଯ ମହିଳା ସଭାପତି ସୁନନ୍ଦା ଚୌଧୁରୀ ,ରାଜ୍ଯ ଯୁବ ସଭାପତି ମଙ୍ଗରାଜ ସାହୁ, ରାଷ୍ଟ୍ର କାର୍ଯ୍ଯ କାରୀଣୀ ସଭାପତି ପ୍ରତାପ ବେହେରା, ରାଜ୍ଯ ଉପଦେଷ୍ଟା ମଣ୍ଡଳ ସଦସ୍ଯ କୋଦଣ୍ଡ ଚୌଧୁରୀ ଏହି ଅତିଥି ମାନଙ୍କୁ ସମସ୍ତଙ୍କ ଉପସ୍ଥିତ ରେ ଫୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରି ଥିବା ବେଳେ।।ମୁନିଗୁଡା ଶୌଣ୍ଢିକ ସମାଜର ସଦ୍ଯସ ମାନେଏହି ପକ୍ଷେରେ ରାଜ୍ଯ ସଭାତି କିଛି ଅଭିବାଷଣ ବକ୍ତବ୍ଯ ରଖିଥିଲେ ଓକିଳ ମାନଙ୍କ ଦ୍ବାରା ଗରୀବ ଶ୍ରେଣୀର ଶୌଣ୍ଢିକ ସମାଜର ବନ୍ଧୁମାନଙ୍କ ନ୍ଯାୟ ପ୍ରଦାନ କରିିବା ଓ ଗରୀବ ଶ୍ରେଣୀର ପୁଅ ଓ ଝିଅ ପାଠ ପଢା ପଢେଇ ବା ବିଷୟ ନେଇ ଏବଂ ବାହାଘର ହେଉନଥିବା ନେଇ ଆଲୋଚନା କରିଥିଲେ । ନିଖିଳ ଉତ୍କଳ ଦକ୍ଷିଣାଞ୍ଚଳ ଶୌଣ୍ଢିକ ସମାଜର ରାଜ୍ଯ ସଭାପତି ଚେଷ୍ଟା ଜାରି ରହିବ ବୋଲି ମତ ଦେଇଥିଲେ। ସେହିଭଳି ମହିଳା ସଭାପତି ମଧ୍ଯ ଜାତିର ବିଷୟ ନେଇ ଏକ ମନ୍ତବ୍ଯ ଦେଇଥିଲେ ଶୌଣ୍ଢିକ ସମାଜ ଆଗକୁ କିଭଳି ବଢ଼ିବ ସେନେଇ କହିଥିଲେ ସମାଜ କିପରି ମଜଭୁତ ରହିବ ବୋଲି ଦକ୍ଷିଣାଞ୍ଚଳ ଶୌଣ୍ଢିକ ସମାଜ ସଭାପତି ଜାତିର ଉନ୍ନତପଥ କିଭଳି ଅଗ୍ରଗତି ହେବ ଓ ଆଗକୁ ପ୍ରତି ଜିଲ୍ଲାରେ ଏହି ସମାଜର ବୈଠକ କରିବାକୁ ହେବ ବୋଲି କହି ନିଜ ନିଜ ଅଭିବାଷଣରେ ବକ୍ତା ମାନେ ମତ ରଖିଥିଲେ।ପୂର୍ବତନ ସଂଗଠନ ସମ୍ପାଦକ ଭରତ ମଣ୍ଡଳ,ଜିଲ୍ଲା ସମ୍ପାଦକ ରାୟଗଡା ରୁ ସୁବାଷଚନ୍ଦ୍ରବେହେରା,କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲାକାନଗିରି, କନ୍ଧମାଳ, ଗଜପତି, ନୂଆପଡା,ଗଞ୍ଜାମ, ଜିଲ୍ଲା ସଭାପତି ବୂନ୍ଦ ମାନେ ଓ ମୁନିଗୁଡା ଶୌଣ୍ଢିକ ସମାଜ ଭବନ ବୈଠକ ଠାରେ ଉପସ୍ଥିତ ରହିଥିଲେ।ଜିଲ୍ଲା ଶୌଣ୍ଢିକ ସମାଜ ରାୟଗଡା ଜିଲ୍ଲାର ବିଷମକଟକ, ଗୁଣପୁର,ରାମନାଗୁଡା ରାୟଗଡା, କାଶୀପୁର, କୋଲନରା,ମୁନିଗୁଡା ବ୍ଳକର କୁଟ୍ରାଗଡ, ଆମ୍ବାଦଳା,ଜୌନର ସଭାପତି ବନ୍ଦୁ ମାନେ ସୁଭଦ୍ରା ଉଦ୍ଦବ ଶୌଣ୍ଢିକ ସାମାଜ ଗୂହ ଠାରେ ଉପସ୍ଥିତ ରହି ଏହି ବୈଠକ ରେ‌ ଯୋଗ ଦେଇ ସମସ୍ତେ ବିଭିନ୍ନ ମତ ରଖି ଉକ୍ତ କାର୍ଯ୍ୟ କ୍ରମ କୁ ସହଯୋଗ କରି ପରିଚାଳନା କରିଥିଲେ ।ପୂର୍ବତନ ସମ୍ପାଦକ ଉଦୟ ଚନ୍ଦ୍ର ଲାବାଲା ,କାର୍ଯ୍ୟକ୍ରମରେ ସମସ୍ତ ଦାଇତ୍ବ ଗ୍ରହଣ କରିଥିଲେ ବ୍ଲକ ସଭାପତି ରାମଚନ୍ଦ୍ର ବେହେରା, ପ୍ରମୋଦ ସାହୁକାର, ବାପି ସାହୁକାର, ସମ୍ପାଦକ ସିମାଞ୍ଚଳ ନେମାଲପୁରୀ ,ଜଗନ୍ନାଥ ନେମାଲପୁରୀ, ସୁବାଷ ସାହୁକାର, କିଶୋର କାଦାମ୍ବାଲ,ରବିନ୍ଦ୍ର କାଦାମ୍ବାଲୁ,ପ୍ରତାପ ସାହୁକାର, ଭଗବାନ ସାହୁକାର, କାହ୍ନାବେହେରା, ଶୌଣ୍ଢିକ ସମାଜର ନଗର ସଭାପତି କେଶବ ସାହୁକାର ଆଜି ଏହି ନିଖିଲ ଉତ୍କଳ ଦକ୍ଷିଣାଞ୍ଚଳ ଶୌଣ୍ଢିକ ସମାଜରେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ