।। ମୁଖ୍ୟ ମୋନ୍ତ୍ରୀଙ୍କ ଦ୍ୱରା ସେମିଲିଗୁଡା ରେ ନୂତନ ଓ.ଏସ. ଆର. ଟିସି ବୋସ ଷ୍ଟାଣ୍ଡ ଉଦଘାଟନ ।।

Feb 15, 2024 - 18:05
 0  312
।। ମୁଖ୍ୟ ମୋନ୍ତ୍ରୀଙ୍କ ଦ୍ୱରା ସେମିଲିଗୁଡା ରେ ନୂତନ ଓ.ଏସ. ଆର. ଟିସି ବୋସ ଷ୍ଟାଣ୍ଡ ଉଦଘାଟନ ।।

କୋରାପୁଟ ଜିଲ୍ଲା ସୁନାବେଡା ପୌରଞ୍ଚଳ ସେମିଲିଗୁଡା ମଧ୍ୟରେ ନୂତନ ବୋସଷ୍ଟାଣ୍ଡ ମୁଖ୍ୟ ମନ୍ତ୍ରୀଙ୍କ କରକୋମଳରେ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ ହେଇଯାଇଛି. ଦୀର୍ଘ ଦିନରୁ ଅଞ୍ଚଳ ବାସୀଙ୍କ ସ୍ବପ୍ନ ସାକାର ହଇଛି. ଛଅ କୋଟି ଟଙ୍କାର ବ୍ୟବଦାନରେ 2.6 ଏକର ଜମିରେ ନିର୍ମିତ ବୋସ ଷ୍ଟାଣ୍ଡ ରେ ଦୁଇଟି ପ୍ଲାଟଫର୍ମ, ଦୁଇଟି ଫାଟକ, ରନ୍ଧା ଘୋର ଦୁକାନ ଘୋର, ଡ୍ରାଇବେର ବିଶ୍ରାମ ଘର,ମହିଳା ଏବଂ ପୁରୁଷ ପାଇ ସୌଚାଲୟ, ବୋସ ଷ୍ଟାଣ୍ଡ କାର୍ଯ୍ୟାଳୟ ଦୁଇଟି ଟିକେଟ କାଉଣ୍ଟର,ପିଇବା ପାଇ ସୁଦ୍ଧ ପାନୀୟ ଜଳ,ଯୋଗୁଆଳି ନିମନ୍ତେ କୋକ୍ଷ୍ୟ, ଗୃହ ନିର୍ମାଣ ହୈଥିବା ଜଣା ପଡିଛି. ଶୁକ୍ର ବାର ସେମିଲିଗୁଡା ବୋସ ଷ୍ଟାଣ୍ଡ ଉଦ୍ଘାଟନ ହେଇଥିବାରୁ ନେଇ ଅଞ୍ଚଳ ରେ ବହୁତ ଖୁସି ଜାହୀର କରିଛନ୍ତି. ଏଇ ଅବସରରେ ନୂତନ କୋରାପୁଟ ଜିଲ୍ଲା ପାଲ କୀର୍ତ୍ତି ବାସନ, ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗି ବିଧାୟକ ପିତାମ ପାଢ଼ୀ,ଜିଲ୍ଲା ପରିଷଦ ଅଦ୍ୟକ୍ଷା ସସ୍ମିତା ମେଲକା, କୋରାପୁଟ ପର୍ଯ୍ୟବେକ୍ଷିକା ମୀରା ପରିଡା, ଜଗାମିସନ ରୁ ହରିଶଙ୍କର ରାଉତ, ଏସ ଡି ସି ଅଦ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ,ଜଲ୍ଲା ପରିଶୋଦ ଉପାଦକ୍ଷ ରାଧା ବିନୋଦ ସାମନ୍ତରାୟ, ସୁନାବେଡା ପୌରାଦକ୍ଷ ଡ଼ ରାଜେନ୍ଦ୍ର ପାତ୍ର,ସେମିଲୋଗୁଡା ବ୍ଲକ ଉପାଦକ୍ଷ ଶିବା ବାଙ୍ଗାରୀ, ବ୍ଲକ ବିଡ଼ିଓ ଲଷ୍ମୀ ନାରାୟଣ ସାବତ, ତହସିଲଦାର ଦେବ ବ୍ରତ କରାଟେ ପପୌର ପରିଷଦ ର କାଉନସିଲ ବୃନ୍ଧ, ଏସ ହଛ ଜି ମହିଳା ସଂଘ, ବରିଷ୍ଟ ନାଗରିକ ସଂଘ, ଆଶାକର୍ମୀ, ଆଙ୍ଗନ ବାଡ଼ି, ମହିଳା ସଂଘ, ମହିଳା କଲେଜ ଛାତ୍ରୀ ଉପସ୍ଥିତ ଥିଲେ, ପରିସେସ ରେ ପାଣ୍ଡିଆନଙ୍କ ଦ୍ୱାରା କୋରାପୁଟ ର ବିକାଶ ପାଇ ଆସୁଥିବା ଅନୁଦାନ ଉପରେ ମତ ରଖିଥିଲେ. ପୁଲିସ ଭିଭାଗ ତୋରଫରୁ ଶାନ୍ତି ଶୃଙ୍ଖଲା ବଜାଈ ରଖି ଥିଲେ ।

 କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ