।। ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟ ବର୍ଜନ କରିଲେ ବାରବନ୍ଧ ଗାଁ ରେ ଭୋଟ ବର୍ଜନ ୧୨୨ ନମ୍ବର ବୁଥରେ ସୁନ ଭୋଟ ।।

May 22, 2024 - 12:00
 0  38
।। ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ  ଭୋଟ ବର୍ଜନ କରିଲେ                     ବାରବନ୍ଧ ଗାଁ ରେ ଭୋଟ ବର୍ଜନ ୧୨୨ ନମ୍ବର ବୁଥରେ  ସୁନ ଭୋଟ ।।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗୁଡିଘାଟ ପଞ୍ଚାୟତ ର ବାରବନ୍ଧ ର ୧୨୨ ନମ୍ବର ବୁଥରେ ଗୋଟିଏ ହେଲେ ବି ଭୋଟ ପଡିନଥିବା ସୂଚନା ମିଳିଛି। ସୂଚନାନୁସାରେ ବାରବନ୍ଧ ଗାଁ ରେ ଆଜି ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ନ ଥିବାରୁ ଅନେକ ଥର ବଲାଙ୍ଗୀର ପ୍ରଶାସନ ଙ୍କୁ ଜଣାଇଥିଲେ। ଯାହା ଦ୍ଵାରା ପିଲା ମାନଙ୍କ ପାଠ ପଢିବା ଓ ଓନ ଲାଇନ କ୍ୟୋଣୋସି ଅଫିସ କାମ କରିବାରେ ବହୁତ ଅସୁବିଧା ହେଉଥିଲା ସେଥି ପାଇଁ,କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଗାଁ ରେ ନେଟୱାର୍କ ର କୈାଣସି ବ୍ୟବସ୍ଥା ବଲାଙ୍ଗୀର ପ୍ରଶାସନ କରିନଥିବାରୁ ଭୋଟ ବର୍ଜନ ୮୮୭ ଭୋଟର କରିଛୁ ବୋଲି ଆଜି ଦିନ ୪ ଟା ରେ ଗ୍ରାମବାସୀ ଙ୍କ ସହିତ ଗିରଧର ସାହୁ କହିଥିଲେ।

 କଣ୍ଟାବାଞ୍ଜି ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ