।। ମହୁଲ ପାଟଣା ମାଁ ଡୋକରୀ ଦେବୀ ଙ୍କ ଦଶହରା ସମ୍ପନ୍ନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲ ପାଟଣା ପଞ୍ଚାୟତ ମହୁଲ ପାଟଣା ଗ୍ରାମର ମାଁ ଡୋକରୀ ଦେବୀ ଙ୍କ ଦଶହରା ପୂଜା ସମ୍ପନ୍ନ ହୋଇ ଯାଇଛି l ପ୍ରତି ବର୍ଷ ଭୋଳି ଚଳିତ ବର୍ଷ ବହୁ ଆଡମ୍ବର ରେ ପାଳିତ ହୋଇଛି l ଏଥିରେ ଅନେକ ଦୂର ଦୂରାନ୍ତର ମାଁ ଡୋକରୀ ଦେବୀ ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ର ଭିଡ଼ ଯୋମୀ ଥିଲା l ଏହି ଦଶହରା ପ୍ରତି ବର୍ଷ କୁ ଥରେ ହୋଇଥାଏ l ରାତିରେ ଦର୍ଶକ ଓ ଭକ୍ତ ମାନଙ୍କ ମନରଞ୍ଜନ ପାଇଁ ସଂକୃତି କାର୍ଯ୍ୟକ୍ରମ ହୋଇ ଥିଲା l ଅନ୍ୟ ପକ୍ଷ ରେ ମନ୍ଦିର ରେ ଅନେକ ପୁରୁଷ ମହିଳା ଦେବୀ ଖେଳ କର ନୃତ୍ୟ କରିଥିବା ବେଳେ ବଜା ଏବଂ ସାଉଣ୍ଡ ସେଟ ରେ ଗ୍ରାମ କମ୍ପିଉଥିଲା l ମାଁ ଙ୍କ ଅପାର ଅଖଣ୍ଡ ତାକୁ ଆମେ କଣ କହିବୁ ତାହା ଆପଣ ମାନେ ଜାଣିଛନ୍ତି l ଶାନ୍ତି ଶୃଙ୍ଖଲା ରେ ଶୁଦ୍ଧୃଡ଼ ଭାବରେ ସମ୍ପନ୍ନ ହୋଇ ଥିଲା ଏବଂ ଭକ୍ତ ଖୁସି ରେ ନିଜ ନିଜ ଘରକୁ ଫେରି ଯାଇଥିଲେ l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






