।। ବୋଲବମ୍ ଯାତ୍ରା ଶ୍ରାବଣ ମାସର ଶେଷ ପାଲି ପାଳନ ।।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମହିପାଣି କୁମାର ପଡ଼ା ଶିବମନ୍ଦିର ଠାରେ ଦେଖିବାକୁ ମିଳିଛି ବୋଲବମ୍ ଭକ୍ତ ଙ୍କ ଭିଡ଼ ଆଜି ତାଲଗୁଡ଼ ବୋଲବମ୍ ସେବା ସମିତି ବୋଲବୋମ୍ ଯାତ୍ରା ଶ୍ରାବଣ ମାସ ର ପାଞ୍ଚ ପାଲି ପଡ଼ିଥିଲା ବେଳେଏହି ପାଞ୍ଚପାଲି ମାନି ଆସୁଛନ୍ତି ହେଲେ ଆଜି ଶ୍ରାବଣ ମାସ ର ଶେଷ ସୋମବାର ରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି ତାଲଗୁଡ ବୋଲବମ୍ ଭକ୍ତ ମାନେ ଆଜି ଶେଷ ସୋମବାର ରେ ତାଡାକ୍ ବୋମ ପାଳନ ଦେଖିବାକୁ ମିଳିଛି ସକାଳ 6ଘଣ୍ଟା ରୁ ଦିନ 12ଟା30 ରେ ପହଞ୍ଚି ଥିଲେ ଶିବମନ୍ଦିର ଠାରେ ତାଲଗୁଡ଼ ବୋଲବୋମ୍ ସେବା ସମିତି ଏକ ଅର୍ଣ୍ଣଚତ୍ର ର ବେବସ୍ତା କରାଯାଇ ଥିଲା ଏଥିରେ ବହୁତ୍ ଶ୍ରଦ୍ଧାଳୁ ଅର୍ଣ୍ଣଚତ୍ର ସେବନ କରି ଯାଇଥିଲେ ଶେଷରେ ତାଲଗୁଡ଼ ବୋଲବମ୍ ଭକ୍ତ ସଭାପତି କୋଦଣ୍ଡଧର ନାଏକ ହରିହର ସୁନା ହେମନ୍ତ ପ୍ରଧନୀ ଓ ବିଭୂତି ନାୟକ ଓ ଚମ୍ପା ପୁଝାରୀ ଓ ଅନ୍ୟାନ୍ୟ ଭକ୍ତ ମନେ ମନ୍ଦିର ର ପୂଜକ ଦିବାକର ଦାସ୍ କୁ ଆଶୀର୍ବାଦ ମାଗିଥିଲେ କେମତି ଆମେ ସବୁଲେଲେ ହସଖୁସି ରେ ଥିବୁ ବୋଲବମ୍ ଯାତ୍ରା ସମିତି ତାଲଗୁଡ଼।
କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ News ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0