।। ବିଶ୍ଵ ଓଡିଆ ସମ୍ମିଳନୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Feb 3, 2024 - 19:04
 0  44
।। ବିଶ୍ଵ ଓଡିଆ ସମ୍ମିଳନୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ରାୟଗଡ଼ା, ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ ଅବସରରେ ରାୟଗଡ଼ା ଜିଲ୍ଲା ପ୍ରସାଶନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି lଏହି ଉପଲକ୍ଷେ ଜିଲ୍ଲାରେ ଅବସ୍ଥାପିତ ଓଡ଼ିଶାର ବରପୁତ୍ର ମାନଙ୍କର ପ୍ରତି ମୂର୍ତ୍ତି ରେ ସକାଳ ୭.୩୦ ମିନିଟ ସମୟରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ଅନୁଷ୍ଠିତ ହୋଇଯାଇଛି l ସେହି ଭଳି ରାୟଗଡ ସହରରେ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ବିଭାଗୀୟ ଅଧିକାରୀ ମନେ ମାଲ୍ୟାର୍ପଣ କରିଥିଲେ l ସ୍ଥାନୀୟ ଗାନ୍ଧୀ ପାର୍କ ପ୍ରମୋଦ ଉଦ୍ୟାନ ଠାରେ ଥିବା ପ୍ରତିମୂର୍ତ୍ତି ଜଥା ସ୍ଥନ୍ତ ବିନୋଦ ଭାବେ, ରାଷ୍ଟ୍ରନାୟକ , ଲାଲ୍ ବାହାଦୂର ଶାସ୍ତ୍ରୀ, ରାଷ୍ଟ୍ର ପିତା ମହାତ୍ମା ଗାନ୍ଧି,ଉତ୍କମଣି ଗୋପବନ୍ଧୁ ଦାସ, ଡଃ ଭିଆର୍ ଆମ୍ବେଦକର , ଗଜପତି ମହାରାଜା,ପ୍ରବାଦି ପୁରୁଷ ବିଜୁପଟ୍ଟନାୟକ ଙ୍କ ଭଳି ଅନ୍ୟତମ ମହାପୁରୁଷ ମାନଙ୍କର ପ୍ରତି ମୂର୍ତ୍ତି ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା, ଜିଲ୍ଲାପାଳ ଶ୍ରୀ ଯୁକ୍ତ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ମୁଖ୍ୟ ବିକାଶ ଅଧିକରୀ ନିହାର ରଞ୍ଜନ କହଁର, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ଉପ ନିର୍ଦେଶକ ସୂଚନା ଓ ଲକସମ୍ପର୍କ ବିଭାଗ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଅତିରକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ସୂଚନା ଓ ଲକସମ୍ପର୍କ କାର୍ଯ୍ୟାଳୟର ପ୍ରକ୍ଷେପକ ପୀତବାସ ବିଶ୍ୱାଳ, ପୌର ପରିଷଦ କାର୍ଯ୍ୟାଳୟର ଚନ୍ଦ୍ରଶେଖର ରଥ ଓ ଅନ୍ୟାନ୍ୟ ତମ ପ୍ରସାସନିକ କର୍ମଚାରୀ,ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା l ବାଇଟ ଜଗନ୍ନାଥ ସାରକା ଜିଲ୍ଲା ପାଳ ମନଜ ସତ୍ୟବାନ ମହାଜନ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ