ବିରିକୋଟ ଗ୍ରାମ ବାସି ବିଦ୍ୟାଳୟ ରେ ତାଲା ମାରିଲେ

Jul 4, 2023 - 18:02
 0  15
ବିରିକୋଟ ଗ୍ରାମ ବାସି ବିଦ୍ୟାଳୟ ରେ ତାଲା ମାରିଲେ

ବାରମ୍ବାର ଶିକ୍ଷା ବିଭାଗ କୁ ଅଭିଵାକମାନେ ଶିକ୍ଷକ ଦରକାର ବୋଲି ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରିଥିବା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ବିରିକୋଟ ସରକାରୀ ଉପର ପ୍ରାଥମିକ ବିଦ୍ୟାଳୟ ଠାରେ ତାଲା ମାରିଲେ l ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଥିବାବେଳେ ମୋଟ 130ଜଣ ପିଲା ଥିବା ଜଣାପଡିଛି l ଏଥିରେ 4/5ଜଣ ଶିକ୍ଷକ ଦେବା ପାଇଁ ଶିକ୍ଷା ବିଭାଗ କୁ ଅଭିଯୋଗ କରି ଥିଲେ l ଅଭିଯୋଗ କାରି ମାନଙ୍କୁ କେବେ ଅଭିଯୋଗ ସଫଳତା ହେବ ତାହା ଦେଖିବାକୁ ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ