ବିଜେଡି ଦଳର ଆଜି ଜର ଯାର ର ପ୍ରଚାର ଗାଁ ଗୌଉଳିରେ

May 10, 2024 - 08:32
 0  9
ବିଜେଡି ଦଳର ଆଜି ଜର ଯାର ର ପ୍ରଚାର ଗାଁ ଗୌଉଳିରେ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ରେ ଅନୁଷ୍ଠିତ କରିଥିଲେ ବିଜେଡି ଦଳ ସ୍ଥାନୀୟ ପେଟା ପଞ୍ଚାୟତ ଠାରୁ ବାହାରି ୱାର୍ଡ ଟୁ ୱାର୍ଡ ଭୁଲିଲେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ବ୍ଲକ ଅଧ୍ୟକ୍ଷ ତାପସ ଚାଲାଣ ଓ ଦନରଜୟ ଦାର୍ଲି ଓ ମୁକୁନ୍ଦ ସାହୁ ଓ ସ୍ଥାନୀୟ ସରପଞ ଶ୍ରୀ ଘେନୁ କ୍ରିସାନି ଓ ପଞ୍ଚଯାତ ସଭାପତି ଭଗତ କେମୁଡୁ ଓ ତାସହିତ ଯୁବ ସଭାପତି କୁଶ କେମୁଡୁ ଓ ପଞ୍ଚାୟତ ର ଅନ୍ୟ ଅନ୍ୟ ଗ୍ରାମର ସମସ୍ତ ନେତା ଓ ବିଜେଡି କର୍ମୀ ଉଆପସ୍ଥିତି ମାଧ୍ୟ୍ୟମରେ ସଭା ବାହାରିଲେ ବିଜେଡି ପଟୁଆର ପରିକ୍ରମା କରି ସ୍ଥାନୀୟ ପଞ୍ଚାୟତ ଅପିସ ଠାରୁ ଭାହାରି ଗାଁ ଗାଁ ଭୁଲି ପ୍ରଚାର କଳେ ଜୟ ନବୀନ ଜୟ ଶଙ୍ଖ ଜୟ ରଘୁରାମ ପଡ଼ାଲ ସଭଦରେ କମ୍ପି ଉଠୁତିଲା ସାରା ଗାଁ, ଆଜି ଜନ ସମୁଦ୍ର ପାଲଟିଥିବାର ଦେଖିବାକୁ ମିଳିଛି ଓ ସଭା ଯାତ୍ରାରେ ବିଜେଡି ଜିନ୍ଦାବାଦ ରଘୁରାମ ପଡ଼ାଲ ଜିନ୍ଦାବାଦ ଶବ୍ଦରେ ପ୍ରତେକ ୱାର୍ଡ କମ୍ପି ଉଠିଥିଲା ଏବଂ ରଘୁରାମ ପଡ଼ାଲ ଓ କୌଶୁଳିଆ ହିକକା ଙ୍କୁ ଝଡି ଶଙ୍ଖ ଚି଼ହ୍ନ ରେ ବଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ପ୍ରଚାର କରିଛନ୍ତି ।

ଲମତାପୁଟ ରୁ ସୁବାଷ ମାଳି ର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ