।। ବିଜେଡି କାର୍ଯ୍ୟାଳୟ ଉଦଘାଟିତ ।।

Mar 31, 2024 - 22:12
 0  473
।। ବିଜେଡି କାର୍ଯ୍ୟାଳୟ ଉଦଘାଟିତ ।।

ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ସମସ୍ତ ସକ୍ରିୟ କର୍ମୀ ତଥା ଛାମୁଆ ସଂଗଠନ ର କର୍ମକର୍ତା ଏବଂ ନିର୍ବାଚିତ ପ୍ରତିନିଧି ମାନଂକୁ ଉପସ୍ଥିତି ରେ ଆଜି 12 ଘଟିକା ସମୟ ରେ ଚଳିତ 2024 ସାଧାରଣ ତଥା ଓଡିଶା ବିଧାନ ସଭା ନିର୍ବାଚନ ନିମନ୍ତେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ସ୍ତରୀୟ କେନ୍ଦ୍ର କାର୍ଯ୍ୟାଳୟ ଜାନୀଗୁଡ଼ା(ସିତମ୍ ଇଞ୍ଜିିୟରିଙ୍ଗ୍ କଲେଜ ନିକଟରେ), ସିମିଳିଗୁଡା - ନନ୍ଦପୁର ରାସ୍ତା ରେ ମୁଖ୍ୟ ଅତିତି କୋରାପୁଟ ବିଜେଡି ଜିଲ୍ଲା ସଭାପତି ଝିନ୍ନ ହିକକା ଉଦଘାଟନ କରିଛନ୍ତି.ଏହି ବିଜେଡି ପାର୍ଟି କାର୍ଯ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ପଟ୍ଟାଙ୍ଗି ଶ୍ରୀଯୁକ୍ତ ପିତମ୍ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗିଏବଂ ଚଳିତ ସାଧାରଣ ନିର୍ବାଚନ ର ବିଜେଡି ଦଳ ର ନୂତନ ଭାବେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ର ପାଇଁ ମୋନୋନୀତ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକ୍କକା,ବିଧାନ ଶୋଭା ପଟ୍ଟାଙ୍ଗି ବିଧାୟକ ଙ୍କୁ ଜିତାଇବା ନେଇ ଏକ ବୈଠକ ମଧ୍ୟ୍ୟ କରି ଆଲଚନା କରିଥିଲେ. ଏବଂ ବିପୁଳ ସଂଖ୍ୟାରେ ବିଜୟ କରିବେ ବୋଳି ଉପସ୍ଥିତ ତିନି ଗୋଟି ବ୍ଲକ ର ବିଜେଡି କର୍ମୀ ନିଜ ମତ ସ୍ଥାପନା କରିଥିଲେ. ଏଇ ଅବସର ରେ କୋରାପୁଟ ବିଜେଡି ଶୋଭାନେତ୍ରୀ ପାରବତୀ ମସ୍ତି, ଏସ ଡି ସି ମହିଳା ଅଦ୍ୟକ୍ଷା ଲଷ୍ମୀ ହନ୍ତାଲ, ଲତା ରାଇ,ପଟାଙ୍ଗୀ ପର୍ଯ୍ୟ ବୋକ୍ଷକ ଅମିତ ଅଗ୍ରୱାଲ,ସେମିଲିଗୁଡା ବ୍ଲକଅଦ୍ୟକ୍ଷା ଲିଲି ଅଣ୍ଟା ବିରିୟା,ଉପାଦକ୍ଷ ଶିବା ବାଙ୍ଗାରୀ,ବିଜେଡି ବ୍ଲକ ସଭାପତି ରାମ ଅଣ୍ଟା ବିରିଆ, ଏସ ଡି ସି ସଭ୍ୟ ମହେଶ୍ୱର ଛେଦ ନାୟକ, ବିଜେଡି ବରିଷ୍ଟ ନେତା ଜଗନ୍ନାଥ ପାଙ୍ଗି, ଗୋପାଳ ବେବରତା, ପଟ୍ଟାଙ୍ଗି ବ୍ଲକ ଅଦ୍ୟକ୍ଷା କଳ୍ପନା ପାଙ୍ଗି, ପୂର୍ବତନ ଜିଲ୍ଲା ପରିଷଦ ଶ୍ୟାମ ହନ୍ତାଲ, ପଟ୍ଟାଙ୍ଗି ଜିଲ୍ଲା ପରିଷଦ ଜୋନ୍ ଏକ ଲୋଇଚନ ଖରା,ଅନନ୍ତ ରାମ ମାଟାମ ସାଧାରଣ ନିର୍ବାଚନକୁ ନେଇ ଆଲୋଚନା ରେ ଉପସ୍ଥିତ ଥିଲେ.।

କୋରାପୁଟରୁ ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 1
Love Love 1
Funny Funny 1
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ