।। ବଦଳ ନାମା ଦଲିଲ ଏବଂ ଚଳିତ ବର୍ଷର ମାଲଗୁଜାରି ରସିଦ ହଜିଲା ଥାନାରେ ଦେଲେ ଏତଲା ।।

ନୂଆପଡ଼ା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଭାଲେଶ୍ୱର ଗ୍ରାମର ଶ୍ରୀ ଵୈଲୋଚନ ପ୍ରଧାନ ତା:: 05-08-2023ରିଖ ଦିନ ବେଲଟୁକୁରି ବଜାରରେ କୌଣସି କାମପାଇଁ ଯାଇଥିବାବେଳେ ଅଚାନକ ତାଙ୍କ ବେଗରୁ ବଦଳ ନାମା ଦଲିଲ ଏବଂ ଚଳିତ ବର୍ଷର ମାଲଗୁଜାରି ରସିଦ କେଉଁଠାରେ ପଡି ହଜିଯାଇଛି ବୋଲି ବେଲଟୁକୁରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
ଏହି ଅଭିଯୋଗ କଲାପରେ ପୁଳିସ କେସ ଡ଼ାଇରୀ କରି ତାର ତଦନ୍ତ ଚଳାଇଛି l ଉକ୍ତ ହଜିଯାଇଥିବା ବଦଳ ନାମା ଦଲିଲ ଏବଂ ଚଳିତ ବର୍ଷର ମାଲଗୁଜାରି ରସିଦ ହଜି ଯାଇଛି ବୋଲି ଜଣାଇଛନ୍ତି ଏହି ଲେଖାରେ ମୁଁ ଶ୍ରୀ ଵୈଲୋଚନ ପ୍ରଧାନ ପିତା : ଚିନ୍ତାମଣି ପ୍ରଧାନ, ମୌଜା : ଭାଲେଶ୍ୱର, ଥାନା : ବେଲଟୁକୁରି, ଜି. ନୂଆପଡା ଓଡିଶାର ବାସିନ୍ଦା ଅଟେ l ତା: 05-08-2023ରିଖ ଦିନ ବେଲଟୁକୁରି ବାଜରେ ମୋର ବଦଳ ନାମା ଦଲିଲ ତା: 21-02-2009 ଏବଂ ଚଳିତ ବର୍ଷର ମାଲଗୁଜାରି ରସିଦ ହଜିଯାଇଛି l ଉକ୍ତ ଯେଉଁ ବ୍ୟକ୍ତି ବଦଳ ନାମା ଦଲିଲ ଏବଂ ମାଲଗୁଜାରି ରସିଦ ପାଇଥିବେ ଏହି ମୋବାଇ ନମ୍ବର 9777075754ରେ ସମ୍ପର୍କ କରନ୍ତୁ ବୋଲି ସେ ଲିଖିତ ଭାବରେ ଜଣାଇଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






