ଫୁଲବାଣୀ:ମହିଳା ସଂରକ୍ଷଣ ବିଲକୁ ବିରୋଧୀ ଙ୍କ ବିରୋଧ କୁ ନେଇ ଫୁଲବାଣୀ ରେ ବିରୋଧ

Apr 25, 2026 - 21:03
 0  4
ଫୁଲବାଣୀ:ମହିଳା ସଂରକ୍ଷଣ ବିଲକୁ ବିରୋଧୀ ଙ୍କ ବିରୋଧ କୁ ନେଇ ଫୁଲବାଣୀ ରେ ବିରୋଧ

(ରୋନାଲ  ଦିଗଲ.ଫାଷ୍ଟ ନିୟୁଜ ଓଡିଶା ) କନ୍ଧମାଳ ଜିଲ୍ଲା : ଫୁଲବାଣୀ  25/4/26.  ମହିଳା ସଂରକ୍ଷଣ  ବିଲ କୁ  ବିରୋଧୀ ଦଳଙ୍କ ବିରୁଧରେ ଆଜି  ଫୁଲବାଣୀ ଠାରେ ଜୋନ ଆକ୍ରୋଶ ସମାବେଶ ହୋଇଯାଇଛି। କନ୍ଧମାଳ ସାଂସଦ. ସୁକାନ୍ତ ପାଣିଗ୍ରାହୀ. ଫୁଲବାଣୀ ବିଧାୟକ. ଉମା ଚରଣ ମଲ୍ଲିକ SDC  ଉପାଧ୍ୟାକ୍ଷା, ବିଜେପି ଜିଲ୍ଲା ସଭାପତି, ପଣ୍ଡିତ ବିଶି ମାଝୀ. ଜିଲ୍ଲା ପ୍ରଭାରୀ, ରାଜ୍ୟ ସମ୍ପାଦକ,ରାଜ୍ୟ  କାର୍ଯ୍ୟକାରିଣୀ  ସୋଦସ୍ୟ, SC ମୋର୍ଚା ରାଜ୍ୟ ଉପ ସୋଭାପତି, ରାଜ୍ୟରୁ ଆସିଥିବା ମହିଳା ନେତ୍ରୀ ରଶ୍ମିମୋୟୀ ଏବଂ ଅନେକ ନେତୃ ଵର୍ଗ ଥିରେ ଯୋଗ ଦେଇଥିଲେ। ନାରୀକୁ ସମ୍ମାନ ଓ ସହଭାଗିତା ଆମର ଲକ୍ଷ ବୋଲି ନାରା ଦେଇ ଏକ ରାଲି ର ଆୟୋଜନ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ