ପୂର୍ବତନ ସରପଞ୍ଚ ରିଖୀ ରାମ ଦଣ୍ଡସେନା ଙ୍କ ପରଲୋକ
ନୂଆପଡା ଜିଲ୍ଲା ଭେଲା ଗ୍ରାମର ପୂର୍ବତନ ସରପଞ୍ଚ ରିଖିରାମ ଦଣ୍ଡସେନା ଙ୍କ ଶୁକ୍ରବାର ସନ୍ଧ୍ୟା ରେ ସ୍ୱର୍ଗବାସ ହୋଇଯାଇଛି l ସେ ଜଣେ ମିଷ୍ଟ ଭାଷୀ, ମେଳାପୀ ଓ ସରଳ ବ୍ୟକ୍ତି ହୋଇ ଥିବାରୁ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଭେଲା ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁତ୍ର ନରେଶ ଦଣ୍ଡସେନା, ଗୁଣସାଗର ଓପୁସ୍ତମ ତଥା ପୁତ୍ରବଧୂ ମାନେ, ବନ୍ଧୁବର୍ଗ ସମସ୍ତେ ଉପସ୍ଥିତ ଥିଲେ, ତାଙ୍କ ବଡ ପୁଅ ନରେଶ ଦଣ୍ଡସେନା ବନ୍ଧୁ ବାନ୍ଧବ ସହ ଗାଁ ମସାଣି ରେ ଅନ୍ତିମ ସଂସ୍କାର ଓ ମୁଖାଗ୍ନି ଦେଇଛନ୍ତି l ସେ ଦୀର୍ଘଦିନରୁ ସୋସାଇଟି ର ସମ୍ପାଦକ ଥିଲେ ଓ ପରେ ଭେଲା ପଞ୍ଚାୟତ ର ସରପଞ୍ଚ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0