।। ନୂଆପଡା ମୁଖ୍ୟ ଚିକିତ୍ସlଲୟରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ ।।

Oct 15, 2023 - 19:24
 0  17
।। ନୂଆପଡା ମୁଖ୍ୟ ଚିକିତ୍ସlଲୟରେ  ବିଶ୍ୱ ଦୃଷ୍ଟି ଦିବସ ପାଳିତ ।।

ନୂଆପଡା : ଜ଼ିଲ୍ଲା ଚିକିତ୍ସl ବିଭାଗ ଆନୁକୁଲ୍ୟରେ ଵିଶ୍ଵ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ନୂଆପଡା ଜ଼ିଲ୍ଲାର ସମସ୍ଥ ନର୍ସିଙ୍ଗ କଲେଜର ଛାତ୍ର/ଛାତ୍ରୀ ମାନେ ଯୋଗ ଦେଇଥିବାବେଳେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସl ଅଧିକାରୀ ଡା. ଶୋଭାରାଣୀ ମିଶ୍ର ସମସ୍ଥ ନର୍ସିଙ୍ଗ କଲେଜର ଛାତ୍ର/ଛାତ୍ରୀ ମାନଙ୍କୁ ସବୁଜ ପତାକା ଦେଖାଇ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ l ଏହି ଶୋଭାଯାତ୍ରା ଜ଼ିଲ୍ଲା ମୁଖ୍ୟ ଡାକ୍ତର ଖାନାରୁ ବାହାରି ଏକତା ଛକଠାରୁ ଜ଼ିଲ୍ଲାପାଳ ଅଫିସ ଛକ, ଲିଙ୍ଗରାଜ ଛକ ମଧ୍ୟ ଦେଇ ସହର ପରିକ୍ରମା କରିଥିଲାବେଳେ ଡିଟିୟୁ ସଭା ସ୍ଥଳକୁ ପହଞ୍ଚି ଏଥିରେ ସଭପତିତ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସl ଅଧିକାରୀ ଡା. ଶୋଭାରାଣୀ ମିଶ୍ର, ଅନ୍ୟମାନଙ୍କ ମଧ୍ୟରେ ସମସ୍ଥ ନର୍ସିଙ୍ଗ କଲେଜର ଛାତ୍ର/ଛାତ୍ରୀ ଶିକ୍ଷୟତ୍ରୀ, ଡିବିସିଏସ ର ଡିପିଏମ ଡ଼. ଆରକେ ସାହୁ, ପିପିଟି ମାଧ୍ୟ୍ୟମରେ ସରଳ ଭାବରେ ସମସ୍ଥଙ୍କୁ ଚକ୍ଷୁର ଯତ୍ନ ବିଷୟରେ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମକୁ ଅତ୍ରିଋକ୍ତ ଜ଼ିଲ୍ଲା ସ୍ଵାସ୍ଥ ଯୋଗାଯୋଗ ଅଧିକାରୀ ନୂଆପଡା କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ