।। ନିର୍ବାଚନ କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୈଠକ ଅନୁଷ୍ଠିତ, କୋରାପୁଟ ।।

କୋରାପୁଟ ତା.୧୭. ଭାରତ ନିର୍ବାଚନ ଆୟୁକ୍ତଙ୍କ ୧୭.୦୩.୨୦୨୪- ଘୋଷଣା ଅନୁଯାୟୀ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା ନିର୍ବାଚନ ଏକା ସା ସାଙ୍ଗରେ କରିବା ପାଇଁ ସ୍ଥିର କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଓଡିଶାରେ ୪ ଗୋଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ ରାଯିବ । କୋରପୁଟ ଜିଲ୍ଲାରେ ଚୁତର୍ଥ ପର୍ଯ୍ୟାୟରେ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଅନୁଷ୍ଠିତ ହେବ । ଜୟପୁର ବିଧାନସଭା ଆସନ ପାଇଁ ସକାଳ ୭ ଘଟିକା ତଦାନ ହେବାକୁ ଥିବା ବେଳେ ଲକ୍ଷ୍ମୀପୁର, କୋରାପୁଟ, ପଟ୍ଟାଙ୍ଗା ଓ ମଣ୍ଡଳୀ ସହିତ ୫ ଦୁଇଗୋଟି ଲୋକସଭା ନିର୍ବାଚନ ମ ତା.୧୩.୦୫.୨୦୨୪ରିଖ ଦିନ ନିର୍ବାଚନ ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟାନ୍ତ ମତଦ କୋଟପାଡରେ ସକାଳ ୭ ଘଟିକା ଠାରୁ ଅପରାହ୍ନ ୪ ଘଟିକା ଯାଏଁ ମତଦାନ ଗ୍ରହଣ କରାଯିବ । ଜୟପୁର ବିଧାନସଭା ଆସନରେ ପୋଲିଂ ୨ ଦିନ ପୂର୍ବରୁ ବୃଥକୁ ଯିବେ । ଏଥି ପାଇଁ କୋରାପୁଟ ଜିଲ୍ଲାର ସର୍ବ ମୋଟ ୧୧୫୮ ବୁଥରେ ସମସ୍ତ ଭୋଟର ମାନେ କିପରି ସୁଛ, ମୁକ୍ତ, ଅନୁଯାୟୀ ପାର୍ଥୀ ଚୟନ କରିବା ପାଇଁ ଭେ ବ୍ୟବସ୍ଥା କରାଯାଇଛି ସମସ୍ତ ଏଥି ପାଇଁ କୋରାପୁଟ କୋରାପୁ ଜିଲାରେ ସର୍ବମୋଟ ନିରପେକ୍ଷ ଶାନ୍ତିପୂର୍ଣ୍ଣ ଭାବ ବରେ ଓ ନିଜ ଇଛା ସେଥିପାଇଁ ଜିଲା ପ୍ରଶାସନ ତରଫରୁ ତା.୧୮.୦୪.୨୦୨୪ରିଖ ଦିନ ପକାଶ ପାଇବ. ନାମାଙ୍କନ ଦାଖଲ ଗେ ଯାଞ୍ଚ ତାରିଖ ରିଖ ୨୬.୦୪.୨୦୨୪, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଭୋଟଦାନ ତାରିଖ 29.4.2024 ଏବଂ ଭୋଟ ଅନୁଯାୟୀ ସ୍ଥିର କରାଯାଇଛି । ଭୋଟ ଦେଇପାରିବେ । ଏଥିନିମନ୍ତେ ଗେଜେଟ ଶେଷ ତାରିଖ ୨୯.୦୪.୨୦୨୪. ମତଦାନ ବା ଗଣତି ତାରିଖ ୦୪.୦୬.୨୦୨୪ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ।ମତଦାତା ମାନେ ନିଜର ଭୋଟର Iଧାର କାର୍ଡ, ପାନ କାର୍ଡ, ଡି ଏଲ୍. ବ୍ୟାଙ୍କ ର ପରିଚୟ ପତ୍ର ସମେତ ଆଧା କୈାଣସି ଗୋଟିଏ ପରିଚୟ ପତ୍ର ଦେଖାଇ ମତଦାନ ମୋଟ ଭୋଟରଙ୍କ ସଂଖ୍ୟା(୧୮ ରୁ ୧୯ ଜିଲାରେ ମହିଳା ମାନଙ୍କ ପାସବୁକ୍ ସହିତ ମୋଟ ୧୨ଗୋଟି ପରିଚୟ ପତ୍ର ମଧ୍ୟରୁ ଯେ । କେନ୍ଦ୍ରକୁ ଯାଇ ନିଜର ମୁଲ୍ୟବାନ ଭୋଟ ଦେଇପାରିବେ । କୋରାପୁଟ ଜିଲ୍ଲାରେ ମୋଟ ସଂଖ୍ୟା ୯,୬୯,୦୯୧ ସେଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୫୦୦୪୦୫ ନୂତନ ଭୋଟରଙ୍କ ସଂ ନାଗରିକଙ୍କ ଭୋଟର ସଂଖ୍ୟା (୮୫ ବର୍ଷ (୮୫ ବର୍ଷରୁ ଉର୍ଦ) ୧୧୩ ୧ ୩୫୫ । ଜିଲାରେ ๑) ନଙ୍କ ନିମନ୍ତେ ସ୍ବତନ୍ତ୍ର ମତଦାନ କେନ୍ଦ୍ର ଓ ଦିବ୍ୟାଙ୍ଗ ମାନଙ୍କ ନିମ ନିମନ୍ତେ ସଖୀ ମତଦାନ କେନ୍ଦ୍ର ଓ କରାଯାଇଛି । ଜିଲାର ବୁଥ୍ ମାନଙ୍କରେ ୬୦ ପ୍ରତିଶତ ପ୍ରତିଶତ ୱେବକାଷ୍ଟି ସହିତ ଭିଡିଓ ଗାଫି କରା 99800. คดีซ ଖୋଲାଯିବାକୁ ସ୍ଥିର ଗ୍ରାଫି କରାଯିବ । ସର୍ବସାଧାରଣ ମାନଙ୍କ ନିମନ୍ତେ ସ-ଭିଜିଲ ଆପ୍(C-VIGIL› APP, ସୁବିଧା ପୋର୍ଟାଲ (SUBIDHA) ପ୍ରାଥୀ ଆପିଡେଫିଟ ପୋର୍ଟାଲ, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଆପ. ସକ୍ଷମ(SAKHYAM) ନିର୍ବାଚନ ପରିଚାଳନାରେ ଉପରୋକ୍ତ ଆଇଟି ଆପ୍ ଗୁଡିକ ବ୍ୟବହୃତ ହୋଇପାରିବ ଆଦର୍ଶ ଆଚରଣ ବିଧ ଏକକାଳୀନ ସାଧାରଣ ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଘୋଷଣା ହେବା ଦିନ (ତା.୧୬.୦୩.୨୦୨୪ରିଖ) ଠାରୁ ଆଦର୍ଶ ଆଚରଣ ବିଧ କାର୍ଯ୍ୟକାରି ହୋଇଛି । ଏହି ପରିପେକ୍ଷିରେ ଆଦର୍ଶ ଆଚରଣ ସଂହିତାର ସମସ୍ତ ନିୟମ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଲାଗୁ କରାଯାଇଛି । ଆଦର୍ଶ ଆଚରଣ ସଂହିତାର ମାର୍ଗଦର୍ଶିକା ଗୁଡିକର କତାକତି ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି. ଏହାକୁ ତଦାରଖ କରିବା ପାଇଁ Flying Squad, Video Viewing, Static Surveillance, Expenditure Monitoring and Accounts Monitoring ଟିମ୍ ଗୁଡି ଗୁଡିକ ଗଠନ କରାଯାଇଛି । ଏଥିରେ ଉଲଂଘନ ହେଲେ ନିୟମଆନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲାରେ ଆଦର୍ଶ ଆଚରଣ ବିଧ୍ବ ପାଳନ ଓ ତଦାରଖ ନିମନ୍ତେ ଏକ କଣ୍ଟ୍ରୋଲ ରୁମ୍ କରାଯାଇଅଛି ନିଅଯିବ । ଆପତ୍ତି ଅଭିଯୋଗ ଥିଲେ ନଂ-୧୯୫୦ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ଜିଲାରେ ଏକ ସୁଛ, ମୁକ୍ତ ଓ ଅବାଧ, ନିରପେଷ, ଶାନ୍ତିପୁର୍ଣ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି ।
Chief editor ବାବୁଲା ଖିଳଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






