ତିନୋଟି ମୋଟର ସାଇକେଲ ଆଜି ରାତ୍ରରେ ଚୋରି

May 31, 2026 - 19:26
 0  100
ତିନୋଟି ମୋଟର ସାଇକେଲ ଆଜି ରାତ୍ରରେ ଚୋରି

ନୂଆପଡା : ବହୁଦିନ ପରେ ପୁଣି ଖଇରା ଅଂଚଳରୁ ଏକ ବାଇକ ଚୋରି ଗେଂଗ ସକ୍ରିୟ ହୋଇ ଆଜି ରାତ୍ରରେ କେଶରାଜ ପୁର ରୁ ଦୁଇଟି ଓ ଆମେରା ପୋଡାଖୁଟ ରୁ ଗୋଟିଏ ଗାଡି ଚୋରି ହେବl ସୂଚନା ମିଳିଛି l ବୋଡେ଼ନ ଥାନା ଅନ୍ତର୍ଗତ କେଶରାଜପୁର ଗ୍ରାମର ବାମନ ଚରଣ ମାଝିଙ୍କ ହିରୋ ହୋଣ୍ଡା ଡିଲୁକ୍ସ ବାଇକ ନମ୍ବର ଓ, ଆର 26-6328କୁ ଓ ସେଇଗ୍ରାମର ଜଗମୋହନ ମାଝୀ ଙ୍କ ଏଚ ଏଫ ଡେଲାକ୍ସ ଗାଡି ନମ୍ବର ଓ ଡି 26-E 7321ବ୍ଲୁ ବ୍ଲେକ ରଙ୍ଗର ଚୋରି ହୋଇଛି l ସେହିପରି ଆମେରା ପୋଡାଖୁଟ ର ସତ୍ୟ ଦୀପ ଙ୍କର ଆଇ ସ୍ମାର୍ଟ ଲାଲ ରଙ୍ଗର ଗାଡି ନମ୍ବର ଓ ଡି 26-A-5901ମଧ୍ୟ ଚୋରି ହୋଇ ଯାଇଛି l ଗାଡି ଚୋରି ସଂକ୍ରାନ୍ତ ରେ ବୋଡେ଼ନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ