।। ଡୁମେରପଦର ବଜାରପଡା ବିଘ୍ନ ରାଜ ବିସର୍ଜନ ।।

Sep 25, 2023 - 19:33
 0  37
।। ଡୁମେରପଦର ବଜାରପଡା  ବିଘ୍ନ ରାଜ ବିସର୍ଜନ ।।

ଗଣେଶ ପୂଜା କରି ସାତ ଦିନ ପରେ ବହୁ ଆନନ୍ଦ ର ସହ ଯୁବକ ଯୁବତୀ ଏକତା ହୋଇ ବ୍ୟାଣ୍ଡ ବଜା କୁନି କୁନି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ନୃତ୍ୟ କରି ଗାଁ ର ପ୍ରତେକ ପଡା ବୁଲି ପରିକ୍ରମା କରି ଶେଷରେ ଇନ୍ଦ୍ରାବତୀ ନଦୀ କୁ ନେଇ ଭସାଇ ବା ସୂଚନା ମିଳିଥିଲା l

ଏଥିରେ ପୂଜା କମିଟି ସହ ଗ୍ରାମ ର କିଛି ଭଦ୍ର ବ୍ୟକ୍ତି ଏକାଠି ହୋଇ ବିସର୍ଜନ କରି ଥିଲେ l ଏହି ପୂଜା ବହୁତ ସୁନ୍ଦର ଭାବରେ ହୋଇ ଥିବା ସହ ଶାନ୍ତି ଶୃଙ୍ଖଳାର ସହ ପରି ସମାପ୍ତ କରିଥିଲେ ଏବଂ ନିଜେ ନିଜ ଘର କୁ ଫେରି ଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ