।। ଟିଟିଲାଗଡ ରେ ସାମୁହିକ ବ୍ରତ ଜଗନ୍ନାଥ ମନ୍ଦିରରେ ପାଳିତ ।।

Apr 3, 2024 - 23:24
 0  62
।। ଟିଟିଲାଗଡ ରେ ସାମୁହିକ ବ୍ରତ ଜଗନ୍ନାଥ ମନ୍ଦିରରେ ପାଳିତ ।।

ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡରେ ବ୍ରାହ୍ମଣ ସମାଜ ତରଫ ରୁ ବ୍ରାହ୍ମଣ ପିଲା ମାନଙ୍କୁ ବ୍ରତ( ବଡୁ) କରାଯାଇ ଥିଲା ,୧୩ ଜଣ ପୁଅ ବ୍ରତ ହୋଇ ଥିଲେ, ସେମାନେ ହେଲେ, ବଲାଙ୍ଗୀର ଜିଲ୍ଲା,, କଳାହାଣ୍ଡି ଜିଲ୍ଲା, ନୂଆପଡ଼ା ଜିଲ୍ଲା ଓ ଜଣେ ମହାରାଟ୍ର ର , ହଜାର ହଜାର ମନ୍ତ୍ର ସହ ଧୁମ୍ ଧାମରେ ପାଳିତ ହେଲା,, ପ୍ରଥମେ ଚାରିକର୍ମ ଓ ସାବିତ୍ରୀପ୍ରଦାନ, ବା ଭିଖ୍ୟା ଦାନ ,ତା ପରେ ଅର୍ନ ପ୍ରସାଦ ଗ୍ରହଣ ଶେଷରେ ରୋଶୋଣୀ , ପୁରା ସହର ପରିକ୍ରମା କରିଥିଲେ , ସମସ୍ତ ଙ୍କ ମାମୁଁ ଓ ମାଇଁ ଆସିଥିଲେ, ତାଙ୍କ ବାପା, ମା ଓ ୨ ହଜାର ଲୋକ ଯୋଗ କରିଥିଲେ ସଭାପତି ସୁବୋଦ ଦାସ,ଓ ସମ୍ପାଦକ ସତ୍ୟବ୍ରତ ପଣ୍ଡା ସମସ୍ତ ଆୟୋଜନ କରିଥିଲେ,

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ