।। ଜୟପାଟଣା ବ୍ଲକ ରେ ଡ୍ରାଇଭର ମହାସଂଘ ଦିବସ ପାଳନ ।।

ଜୟପାଟଣା ବ୍ଲକ ରେ ଆଜି ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ଡ୍ରାଇଭର ମହାସଂଘ ଭାଇ ମାନଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଛି ।
ଆଜି ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ପଞ୍ଚୟ ର ମାଁ ବୁଢ଼ି ପଦ୍ରେନ୍ ମନ୍ଦିର ଠାରେ ସମସ୍ତ ଡ୍ରାଇଭର ଭାଇ ମାନେ ପୂଜା କରି ଗୀତ ବାଧ୍ୟାରେ ଖୁସି ରେ ରାଲୀ ପାଇଁ ବାହାରି ତାଲଗୁଡ ମାଁ ଡୋକରି ବୁଢ଼ୀ ମନ୍ଦିର ପର୍ଯ୍ୟନ ପହଞ୍ଚି ଥିଲେ ।
ଆଜି ଏକ ଖୁସିର ଦିବସ ୧ ସେପ୍ଟେମ୍ବର ଡ୍ରାଇଭର ଦିବସ ଭାବରେ ପାଳନ କରାଗଲା ଏବଂ ଏମିତି ସବୁ ବର୍ଷ ମଧ୍ୟ ଡ୍ରାଇଭର ଦିବସ ପାଳନ କରାଯିବ ବୋଲି ପ୍ରକାଶ ହେଇଛି ଆମ ଡ୍ରାଇଭର ଭାଇ ମାନଙ୍କର ଏହା ଏକ ଖୁସିର ଦିବସ ଅଟେ ଏଠାରେ ଜୟପାଟଣା ବ୍ଲକ ର ୨୨ ଟି ପଞ୍ଚାୟତ ରୁ ସମସ୍ତ ଡ୍ରାଇଭର ଭାଇ ମାନେ ଉପସ୍ଥିତ ହେଇ ଖୁସିରେ ଡ୍ରାଇଭର ଦିବସ ପାଳନ ଯାଇଛି ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।
What's Your Reaction?






