ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ତରଫରୁ ଆଜି ପୁନଃରଥାନ ଶଭା ଯାତ୍ରା ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତରଗତ ସୁଗଡବାଡ଼ି ଗ୍ରାମ ପଞ୍ଚାୟତ ର ବିଭିନ୍ନ ଚର୍ଚ୍ଚ ରୁ ଏକତ୍ରିତ ହୋଇ। ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ତରଫରୁ ଆଜି ପୁନଃରଥାନ ଶଭା ଯାତ୍ରା ଅନୁଷ୍ଠିତ ହଇଯାଇଛି। ଏହି ଶଭା ଯାତ୍ରା କୁ ଆୟୋଜନ କରିଥିଲେ ସୁଗଡବାଡ଼ି ଖ୍ରୀଷ୍ଟିଆନ ଜନକଲ୍ୟାଣ ର ସଭାପତି ଦିନେଶ୍ କୁମାର ନାୟକ, ଉପସଭାପତି ସାଗର ଦିଗାଳ, ସାଧାରଣ ସମ୍ପାଦକ ସୋନ୍ଦୀପ ଦିଗାଳ, ଯୁଗ୍ମ ସମ୍ପାଦକ ସୁନିଲ ପ୍ରଧାନ, କୋଷାଧକ୍ଷ କିସାନ ଚନ୍ଦ୍ର ପ୍ରଧାନ, ଏବଂ ବହୁ ସଖ୍ୟକ ପାଷ୍ଟର ମାନେ ଯଗ ଦେଇ। ଏହି ସଭା ଯାତ୍ରା କୁ ମୁର୍ଡିପାଙ୍ଗ ଠାରୁ ଲେଙ୍ଗୁମାହା ପର୍ଯନ୍ତ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ରେ ପ୍ରଭୁ ଯୀଶୁ ଙ୍କ ର ବାକ୍ୟ ପ୍ରଚାର କରି ଏବଂ ଗିତ ମାଧ୍ୟମରେ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସଭା ଯାତ୍ରା ରେ ହଜାର ହଜାର ଖ୍ରୀଷ୍ଟ ବିଶ୍ୱାସି ମାନେ ଯଗ ଦେଇଥିବା ମଧିୟ ଦେଖିବାକୁ ମିଳୁଛି। ଶେଷରେ ସନ୍ଦୀପ ଦିଗାଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
କନ୍ଧମାଳ ଜିଲ୍ଲା ରୁ, ଜିଲ୍ଲା ସତନ୍ତ୍ର ପ୍ରତିନିଧି ରୋନାଲ ଦିଗଲ ଙ୍କ ରିପୋର୍ଟ first news odisha
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0