ଖରୀଆରରୋଡ ନିୟନ୍ତ୍ରଣ ବଜାର କମିଟି ପରିସର ମଧ୍ୟରେ ଖରିଫ ଧାନ କ୍ରୟ ନେଇ ମଣ୍ଡି ଆରମ୍ଭ
ନୂଆପଡା : ନୂଆପଡା ଜିଲ୍ଲା ଖରୀଆର ରୋଡ ନିୟନ୍ତ୍ରଣ ବଜାର କମିଟି ପରିସର ମଧ୍ୟରେ ଆଜି ଚଳିତ ଖରିଫ ଧାନ କ୍ରୟ ନେଇ ମଣ୍ଡି ଆରମ୍ଭ, ଜିଲ୍ଲାପାଳ ମଧୁସୂଦନ ଦାଶ ଚାଷୀ ଉଚିତ ଧାନ ଦେଇ, ଉପଯୁକ୍ତ ମୂଲ୍ୟ ପ୍ରାପ୍ତ ପାଇଁ ଆହ୍ବାନ କରିଛନ୍ତି। ବର୍ତ୍ତମାନ ଚାଷୀ ମାନେ ଧାନ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଟୋକନ ମୁତାବକ ଧାନ ଆଣି ବିକ୍ରି ପ୍ରକ୍ରିୟାକୁ ସହଯୋଗ କରିବାକୁ ଆହ୍ବାନ କରିଛନ୍ତି। ଏହି ଉଦ୍ଘାଟନ ଉତ୍ସବ ରେ କଳ୍ପନା ଢୋଲକିଆ, ରାଜେଶ୍ ନିଗମ, ରାମ ଲାଲ ଯାଦବ ଏବଂ ବିଭାଗିୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0