।। କଂଗ୍ରେସ ଛାଡ଼ି ସ୍ବାଧୀନ ରେ ଳଢ଼ିବେ ସାମ୍ଭା ପାଙ୍ଗୀ ।।

Apr 25, 2024 - 21:18
 0  13
।। କଂଗ୍ରେସ ଛାଡ଼ି ସ୍ବାଧୀନ ରେ ଳଢ଼ିବେ ସାମ୍ଭା ପାଙ୍ଗୀ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନି ମଣ୍ଡଳୀର ଆସଇ ପ୍ରାରଥୀ ସାମ୍ଭା ପାଙ୍ଗୀ ଦୀର୍ଘ ଦିନ ଧରି କଂଗ୍ରେସ ପାର୍ଟି ରେ ଆସାୟୀ ପ୍ରାର୍ଥୀ ଥିବାବେଳେ ତାଙ୍କୁ ଅନେକ ଥର ଦଳପକ୍ଷରୁ ଟିକେଟ ଦେବୁ କହି ଅଣଦେଖା କରି ଠକି ଥିବାରୁ, ଆଜି ସେ ସ୍ବାଧୀନ ପ୍ରାର୍ଥୀ ଭାବରେ କୋରାପୁଟ ଉପ ଜିଲ୍ଲାପାଳ ଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସତସାହାସି, ଦୟାଳୁ, ଥିବାବେଳେ ଲୋକଙ୍କ ଠାରେ ବେଶ ପରିଚିତ ହୋଇଛନ୍ତି, ପଟାଙ୍ଗୀ ନିର୍ବାଚନି ମଣ୍ଡଳୀ ଏକ ଅନୁନ୍ୟତମ୍ ନିର୍ବାଚନ ମଣ୍ଡଳୀ ହୋଇ ଥିବାରୁ, ବି,ଜେ,ଡି, ବି, ଜେ, ପି,ଓ, କଂଗ୍ରେସ, ର ଟାଣୁଆ ନେତା ଙ୍କ ସହ ଚଳିତ ନିର୍ବାଚନୀରେ କଡା ଟୋକକର ଦେବେ ବୋଳି ଚା ଖଟିରେ ଆଲୋଚନା ଜୋର ଧରିଛି. ବି,ଜେ,ଡି, ଦଳ ର ଟାଣୁଆ ନେତା ପ୍ରୋଫୁଲ କୁମାର ପାଙ୍ଗୀ, କଂଗ୍ରେସ ର ରାମଚନ୍ଦ୍ର କାଡମ ଏବଂ ବି, ଜେ, ପି, ଦଳର ଚୈତନ୍ୟ ନନ୍ଦୀ ବାଲି , ନିର୍ବାଚନ ମଇଦାନ କୁ ଓହ୍ଲାଇ ଭୋଟ ଭିକ୍ଷା କରୁଥିବା ବେଳେ, ଏହି ତିନି ଦଳ ମଧ୍ୟ ରୁ କେହି କାହାଠାରୁ କମ ନୁହଁନ୍ତି, ଅପର ପକ୍ଷରେ ସାମ୍ଭା ପାଙ୍ଗୀ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନଲଢ଼ି ବିଜୟ ର ଆଶଙ୍କା ରଖିଛନ୍ତି, ଆଜି ଶହ ଶହ ସଂଖ୍ୟା ରେ ଜନସମାବେଶ କରି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

 କୋରାପୁଟ ଜିଲ୍ଲାରୁ ରୂପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ