।। ଏସ୍ ଏସଡି ସ୍କୁଲ୍ ଭିତରୁ ଚରି ।।

May 22, 2023 - 20:05
 0  9
।। ଏସ୍ ଏସଡି ସ୍କୁଲ୍ ଭିତରୁ ଚରି ।।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ପୁଜାରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ଏସ୍ଏସଡି ବିଦ୍ୟାଳୟରୁ ଟିଭି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ରାନ୍ତିସିଂ ବିଦ୍ୟାଳୟରେ ଯାଇଥିଲେ। ବିଦ୍ୟାଳୟ ପରିସରରେ ପହଞ୍ଚିଲା ପରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।ବିଦ୍ୟାଳୟର ତାଲା ଭାଙ୍ଗିଥିବା ଦେଖି ଚରି ହେଇଥିବା ସନ୍ଦେହରେ ବୈପାରିଗୁଡ଼ା ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ବୈପାରିଗୁାଡ଼ା ଏଏସ୍ଆଇ ଶିବ ଶଙ୍କର ନାୟକ ବିଦ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ କରିଥିଲେ। ବିଦ୍ୟାଳୟ ପାଚେରୀ ଡେଇଁ ଦୁବୃର୍ତ୍ତ ତାଲା ଭାଙ୍ଗି ଟିଭି ଚୋରି କରି ନେଇଥିବା ସନ୍ଦେହ କରାଯାଉଛି। ତେବେ ବିଦ୍ୟାଳୟରୁ ଟିଭି କିଏ ଓ କିପରି ଚରି ହୋଇଛି ଘଟଣା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ