।। ଆଜିଠୁ ଓଡ଼ିଶାର ପ୍ରତ୍ୟେକ ସ୍କୁଲ ଆଖ ପାଖରେ ହେବ କଡ଼ାକଡ଼ି ବାଇକ୍ ଚେକିଂ।।

Mar 28, 2023 - 09:40
Mar 28, 2023 - 09:41
 0  48
।। ଆଜିଠୁ ଓଡ଼ିଶାର ପ୍ରତ୍ୟେକ ସ୍କୁଲ ଆଖ ପାଖରେ ହେବ କଡ଼ାକଡ଼ି ବାଇକ୍ ଚେକିଂ।।

ଭୁବନେଶ୍ୱର: ଆଜିଠୁ ବିଭିନ୍ନ ସ୍କୁଲ ଆଖପାଖରେ କଡାକଡି ହେବ ଚେକିଂ । ଯଦି ପିଲାମାନେ ଗାଡି ଚଳାଉଥିବା ବେଳେ ଧରାପଡିଲେ ତେବେ ତଣ୍ଡ ଗଣିବେ ଗାଡି ମାଲିକ । ସୂଚନା ଅନୁଯାୟୀ, ଗାଡ଼ି ମାଲିକଙ୍କୁ ଦେବାକୁ ପଡ଼ିବ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ। ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ