।। ଲାଉଡ଼ି ଘାଟିରେ ଅଲଟି ଜଣେ ମୃତ ୪ଗୁରୁତର ।।

May 31, 2023 - 21:20
May 31, 2023 - 21:43
 0  77
।। ଲାଉଡ଼ି ଘାଟିରେ ଅଲଟି ଜଣେ ମୃତ ୪ଗୁରୁତର ।।

ଏହି ଭଳି ଦୁର୍ଘଟଣା ଘଟିଛି ପଟାଙ୍ଗି ବ୍ଲକ୍ ସୁଙ୍କି ଥାନା ଅନ୍ତର୍ଗତ ଲାଉଡି ଘାଟି ନିକଟରେ ଏକ ଅଟୋ ଦୁର୍ଘଟଣା ରେ ଜଣେ ମୃତ ୫ ଜଣ ଗୁରୁତର।ମୃତ ବ୍ୟକ୍ତି ଜଣକ ହେଲେ ଭାରତମାଳା ପରିଯୋଜନା ରେ କାର୍ଯ୍ୟରତ ଆସାମର ଏକ ଶ୍ରମିକ ହୋଇଥିବା ନେଇ ଜଣାପଡ଼ିଛି।ଦୁର୍ଘଟଣା ପରେ ଗୁରୁତରଙ୍କୁ ପ୍ରଥମେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଟ୍ଟାଙ୍ଗି କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଏକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟ ୪ ଜଣକ ଅବସ୍ଥା ଗୁରୁତର ରହିଥିବା କାରଣରୁ ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ କୋରାପୁଟ କୁ ସ୍ଥାନାନ୍ତର କରାଯାଇଅଛି।

 କୋରାପୁଟ ଜିଲ୍ଲାରୁ ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ