୧୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

Sep 2, 2025 - 19:11
 0  44
୧୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୨.୦୯.୨୦୨୫ ରିଖ: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ତତ୍ୱାବଧାନ ରେ , ବିଭାଗିୟ କର୍ମଚାରୀ ମାନଙ୍କ ସହ,ତେନ୍ତୁଲିଖୁଣ୍ଟି ଥାନା ଅନ୍ତର୍ଗତ ବରଗାଁ ଗ୍ରାମରେ ଚଢାଉ ସମୟରେ,ଆସାମୀ କର୍ଫୁଲ ଭତରା ନିକଟରୁ, ୧୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ଆସାମୀକୁ ମାନ୍ୟବର SDJM ଙ୍କ ଅଦାଲତ ରେ ହାଜର କରାଗଲା ! vide PR No- 64/2025-26 of Inspector of Excise Nabarangpur Range ରେ ମକଦ୍ଦମା ରୁଜୁ କରାଗଲା ! ଏହି ଚଢାଉ ରେ ସିପାହୀ ମାନେ, ରଞ୍ଜୀ ଜନୀ, ରିସମା ସୁନା ଓ ଅକ୍ରମ ଖାନ ସହଯୋଗ କରି ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ