ହିର୍ଲି ଡଙ୍ଗରି ଗ୍ରାମରେ ୬୦ ଲିଟର ସଲପ ମଦ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୩/୦୩/୨୦୨୫ ରିଖ: ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ନେତୃତ୍ୱ ରେ ଓ ବିଭାଗୀୟ କର୍ମଚାରୀ ମାନଙ୍କ ସହ , ନବରଙ୍ଗପୁର ଥାନା ଅନ୍ତର୍ଗତ ହିର୍ଲି ଡଙ୍ଗରି ଗ୍ରାମ ନିକଟରେ ଜଣେ ଆସାମୀ କେଶବ ଜାନି, ନିକଟରୁ ୬୦ ଲିଟର ସଲପ ମଦ ଜବତ କରାଗଲା ଓ ଗୋଟେ TVS JUPITER ସ୍କ୍କୁଟି ଯାହାର Regd. ନମ୍ବର OD-24F-9699 ଜବତ କରି, ଆସାମୀ କୁ ମାନ୍ୟବର SDJM ଙ୍କ ଅଦାଲତ କୁ ଚାଲାଣ କରାଗଲା ! VIDE PR No- 124/2024-25 IE NABARANGPUR RANGE ରେ ମକଦ୍ଦମା ରୁଜୁ କରାଗଲା ! ଏହି ଚଢ଼ାଉ ରେ ରେଶମା ସୁନା, ଆକ୍ରମ ଖାନ,ଦେବେନ୍ଦ୍ର ସମରଥ ଓ ଅନ୍ୟ କର୍ମଚାରୀ ମାନେ ସହ ଯୋଗ କରି ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






