।। ସ୍ୱାଧୀନତା ଦିବସ ପାଳନ।।

Aug 16, 2024 - 20:48
 0  17
।। ସ୍ୱାଧୀନତା ଦିବସ ପାଳନ।।

ସାରସକଣା,ତା ୧୫/୦୮/୨୦୨୪ ରିଖ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ସଂଗଠନ " ଆଦିବାସୀ ଓ ମହିଳା ଉନ୍ନୟନ ସୋଷାଇଟୀ , ପାନ୍ଧଡା, ର ଝ।ରପୋଖାରିଆ ପ୍ରକଳ୍ପ କାର୍ଯ୍ୟାଳୟ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ସଂସ୍ଥା ର ଯୁଗ୍ମ ନିର୍ଦ୍ଦେଶକ ଦେବାଶିଷ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶକୁ ଅନୁସରଣ କରନ୍ତୁ ବୋଲି ଉପସ୍ଥିତ ଥିବା ସଦସ୍ୟ ତଥା ସଦସ୍ୟା ମାନଙ୍କୁ ଅନୁରୋଧ କରିଥିଲେ। ବିତୀୟ ମୁଖ୍ୟ ଗୁଣ। କର ଧିର ଆମ ଦେଶ ସ୍ବାଧୀନ ହେବା ବିଷୟ ରେ କିଞ୍ଚିତ ଗୁଣ ଗାନ କରିଥିଲେ। ସଂସ୍ଥା ର ଅଫିସ ସେକ୍ରେଟାରୀ ରଶ୍ମି ଦତ୍ତ ମହାତ୍ମା ଗାନ୍ଧୀ, ଲାଲ୍, ବାଲ୍, ପାଲ ଙ୍କ ଭୂମିକା ବିଷୟ ରେ ଗୁଣ ଗାନ କରିଥିଲେ। ପର୍ସନାଲ ମ୍ୟାନେଜର ହେମନ୍ତ ବେହେରା ସମସ୍ତ ସଭା କାର୍ଯ ର ଆୟୋଜନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇତିଶ୍ରୀ ବାରିକ ଓ ବଦ୍ରିସ ଗିରି ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ସରିବା ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ମୟୁରଭଞ୍ଜ ଜିଲ୍ଲାରୁ ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ