ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ନୂଆପଡା : ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ସରପଞ୍ଚ ଜିତେନ୍ଦ୍ର ଠାକୁରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ଜଣାପଡ଼ିଛି । ୧୧ ୱାର୍ଡ ସଭ୍ୟ ବିଶିଷ୍ଟ ରଖନା ନାଏବ ସରପଞ୍ଚଙ୍କ ସମେତ ନ ଜଣସଭ୍ୟଙ୍କ ସ୍ଵାକ୍ଷର ସମ୍ବଳିତ ଏହି ବରାଦି ଅନାସ୍ଥା ପ୍ରସ୍ତାବକୁ ନୂଆପଡ଼ା ଉପ-ଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ଅନାସ୍ଥା ଭୋଟ ପାଇଁ ଆବଶ୍ୟକ କାର୍ଯ୍ୟlନୁଷ୍ଠାନ ସକାଶେ ସେମାନେ ଅନୁରୋଧ କରିଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






