।। ସଫେଇ କର୍ମଚାରୀଙ୍କ ସଚ୍ଛ ଭାରତ ସଭାଯାତ୍ରା ।।

Oct 2, 2023 - 08:22
 0  29
।। ସଫେଇ କର୍ମଚାରୀଙ୍କ ସଚ୍ଛ ଭାରତ ସଭାଯାତ୍ରା ।।

ଆମେ ଯେତେ ସଫାରକିବା ଆମୋ ଦେଶ ସେତେ ସଫା ରହିବ l ଯଦି ଆମ ଗାଁ ଅଳିଆ ଆବର୍ଜନା କରିବା ତାହାହେଲେ ନାନା ପ୍ରକାରର ରୋଗ ଆସି ଆମ ଗାଁରେ ରହିଯିବ l ସଚ୍ଛ ରଖିବା ସୁସ୍ଥ ରହିବା ସଚ୍ଛତା ହିଁ ସେବା l ସାରା ଭାରତରେ ସଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି କୋରାପୁଟ ଜିଲ୍ଲା ସୁନାବେଡ଼ା ମୁନିସିପାଲିଟି ସଫାଇ କର୍ମଚାରୀଙ୍କ ଏକ ସଚ୍ଛ ଭାରତ ଅଭିଯାନର ସଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା l ନିଜ ନିଜ ହାତରେ ଖଣ୍ଡିଏ ଝାଡ଼ୁ ଧରି ଅଳିଆ ଆବର୍ଜନାକୁ ସଫାକରି ଲକଙ୍କୁ ସଫା ରଖିବାକୁ କହିଥିଲେ l ଆମ ଘର ସଫା ରଖିଲେ ଆମ ସହର ସଫା ରହିବ ଏବଂ ଆମ ଦେଶ ସଫା ରହିବ ବୋଲି ଲକଙ୍କୁ ସଚେତନ କରିଥିଲେ l ଘରର ଅଳିଆ ବାହାରେ ନ ଫପାଡ଼ି ଠିକ ସମୟରେ ଅଳିଆ ଗାଡ଼ି ପାଖକୁ ଆଣିଦେବେ ବୋଲି ଲକଙ୍କୁ ବୁଝାଇଥିଲେ l ସଚ୍ଛ ଭାରତ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ l

ସେମିଲିଗୁଡାରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ