।। ସଫଳ ରୁପରେ ଚାଲିଛି ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ ।।

Nov 30, 2023 - 19:59
 0  24
।। ସଫଳ ରୁପରେ ଚାଲିଛି ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ ।।

ନୂଆପଡ଼ା : ନୂଆପଡା ଜ଼ିଲ୍ଲାରେ ବର୍ତ୍ତମାନ ସଫଳ ରୂପରେ ଚାଲିଥିବା ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ତା 30.11.23ରେ ଭାରତର ପ୍ରଧନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭରଚୁଆଲ ମୋଡରେ ଯୋଗଦାନ କରି ବିକଶିତ ଭାରତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ଥ ହିତାଧିକାରୀ ମାନଙ୍କର ମନୋବଳ ବଡ଼ାଇଥିଲେ l କୃଷି, ବିଜ୍ଞାନ କେନ୍ଦ୍ର ନୂଆପଡାରେ ଏହାର ସିଧା ପ୍ରସାରଣ କରାଯlଇଥିଲା l ଏହି କାର୍ଯ୍ୟକ୍ରମରେ ନୂଆପଡା ବ୍ଲକ ର ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ଭଉଣି ଓ ଭାଇ ମାନେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ଚଲାଇବା ପାଇଁ କେନ୍ଦ୍ରର ସମସ୍ଥ ବୈଜ୍ଞାନିକ ଏବଂ ଅନ୍ୟlନ୍ୟ କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ