ରାଇକିଆ: ଅଞ୍ଚଳ ପାଇଁ. 97.6% ରଖି ଗର୍ବ ଗୌରବ ଆଣିଲେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର

Apr 16, 2026 - 07:13
 0  3
ରାଇକିଆ: ଅଞ୍ଚଳ ପାଇଁ. 97.6% ରଖି ଗର୍ବ ଗୌରବ ଆଣିଲେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର

ରାଇକିଆ :ତା -15-04-2026 (ରୋନାଲ ଦିଗାଲ :ଫାଷ୍ଟ ନିୟୁଜ ଓଡିଶା )CBSE ଦଶମ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ କନ୍ଧମାଳ ଜିଲ୍ଲା : ରାଇକିଆ ବ୍ଲକ ର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉତ୍ତମ ରୂପେ ନିଜର ଦକ୍ଷତା ହାସଲ କରିଛନ୍ତି। ସର୍ବମୋଟ 77 ଜଣ ପରୀକ୍ଷିର୍ଥୀ ମଧ୍ୟରେ 75 ଜଣ କୃତକାର୍ୟ୍ଯ ହୋଇଛନ୍ତି। ରାଇକିଆ ଅଞ୍ଚଳର ଶ୍ରୀଯୁକ୍ତ ସ୍ୱର୍ଗତ ଓମ ପ୍ରକାଶ ପଣ୍ଡା ତଥା ମାତା ଶ୍ରୀମତି ସୋସ୍ମିତା କୁମାରୀ ପାଣିଗ୍ରାହୀ ଙ୍କ ସୁପୁତ୍ର ମାଷ୍ଟର ସ୍ନେହାସିସ ପଣ୍ଡା ସର୍ବମୋଟ 97.6% ରଖି ଆମ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି (ଏହାଛଡା ) ଶତକଡା 90% ଉର୍ଦ୍ଧରେ ରଖି 06 ଜଣ ଏବଂ ଶତକଡା 60% ଉର୍ଦ୍ଧରେ 41 ଜଣ ରଖି କୃତଶ୍ୱତ ଅର୍ଜନ କରିଛନ୍ତି। ଏଥି ପାଇଁ ଆଦର୍ଶ ବିଦ୍ୟାଳୟକୁ ସମସ୍ତ ଲୋକ ତରଫରୁ ଅଭିନନ୍ଦନର ସୁଅ ଛୁଟିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ