ମୋହନଗିରି ଡାକ୍ତର ଖାନାରେ ଡାକ୍ତର ଏକ ମାସ ହେଲା ଦେଖାନାହିଁ

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ୍ ମୋହନଗିରି ଗ୍ରାମ ପଞ୍ଚାୟତ ଠାରେ ଗତ ଦିର୍ଘ ଦିନରୁ କୈାଣସି ଜଣେ ଡାକ୍ତର ନ ଥିବାରୁ କାମ ଚଳା ଭାବେ ଜଣେ ଫାର୍ମାସିଷ୍ଟ ଅଫିସ ସର୍ ଚିକିତ୍ସା କରୁଛନ୍ତି,ଏହା ରୋଗି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି କି?ସରକାର ଜନସାଧାରଣ ଙ୍କ ସେବା ପାଇଁ କୋଟି କୋଟି ଟଙ୍କାର ବ୍ୟୟ କରୁଛନ୍ତିି ବୋଲି ଡିମଡିମା ଜନତା ସରକାର ବଜାଉଛନ୍ତି କିନ୍ତୁ ମୋହନଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମୋହନଗିରି ,ସିଂଙ୍ଗପୁର,ଡେଢସୁଲି, ମାଣିକେରା, ଲୁଵେନଗଡ କିନ୍ତୁ ସେମାନେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବା ପାଇଁ ଅଞ୍ଚଳରବାସି ସରକାର ଙ୍କ ନିକଟରେ ବାରୁବାମ୍ବା ଜଣାଇଛନ୍ତି , କିନ୍ତୁ ସରକାର କର୍ଣ୍ଣ ପାତ କରୁନାହାନ୍ତି,ଆଦିବାସୀ ସଂପ୍ରଦାୟ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସ ବାସ କରୁଛନ୍ତିି । କୋଟି କୋଟି ଟଙ୍କା ଖର୍ଚ କରିଥିବା ବେଳେ ଡାକ୍ତର ଖାନା ଡାକ୍ତର ନାହିଁ , ମୋହନଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ମାସ ହେବ ଡାକ୍ତର ନାହିଁ ,ଏପେଟେ ରୋଗି ସଂଖ୍ୟାଦିନକୁ ଦିନ ବଡିବାରେ ଲାଗିଛନ୍ତି, ଗୋଟିଏ ଫାର୍ମାସିକ ଗୋଟିଏ ଏନେମ୍ ଏବଂ ପିଅନ୍ ରେ ଚାଲୁଛି ସେବା କେନ୍ଦ୍ର, ଚାରି ରୁ ପାଞ୍ଚଗୋଟି ପଞ୍ଚାୟତ ନିର୍ଭର କରନ୍ତି, ଅଞ୍ଚଳବାସୀ ଡାକ୍ତର ପାଇଁ ଅଞ୍ଚଳ ଲୋକେ ଅଭିଯୋଗ କଲେ ମଧ୍ୟ ଡାକ୍ତର ଆସିବା ସତ ଠିକ୍ ଭାବରେ ରହନ୍ତି ନାହିଁ।ଡାକ୍ତର ଙ୍କ ବୈମାତୃକ ମନୋଭାବକୁ ଏଭଲି ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ୍ ଅଣ ଦେଖାକରୁଛି ,ମୋହନଗିରି ସ୍ଥାତ୍ସ୍ଥକେନ୍ଦ୍ର ପାଇଁ ଏବେ ଯେଉଁ ତିନିଜଣ ଅଛନ୍ତି ମନମୁଖୀ ରେ କାମ ଚାଲାଇଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୋଗି ଏପଟେ ବେଡ୍ ରେ ଗଢୁଛି ଏପରି ଦୃଶ୍ୟ ଦେଖି ଆମର ପ୍ରତିନିଧି ପଚାରି ବୁଝିବାରୁ ସେ କହିଲେ ଉପରିସ୍ଥ ଅଧିକାରୀ ପଚାରନ୍ତୁ ,ଅଞ୍ଚଳ ର ସରପଞ୍ଚ ସମିତି ସଭ୍ୟା ତଥା ଭଦ୍ରବ୍ୟକ୍ତି ବୃନ୍ଦ ମ ,ରାମପୁର ଜିଲ୍ଲା ପାଳଙ୍କ ଜଣ ଶୁଣାଣି ଶିବିର ରେ ଜିଲ୍ଲାପାଳ ଓ ଜିଲ୍ଲା ଚିକିତ୍ସାଧିକାରୀ ଙ୍କୁ ଜଣାଇଛନ୍ତି ବାକିରହିଲା ଡାକ୍ତର କେଵେ ଆସୁଛନ୍ତି ଓ ଜନସାଧାରଣ ରୋଗ କ୍ରାନ୍ତ ରୁ ସ୍ବାସ୍ଥ୍ୟ ଆରୋଗ୍ୟ ହେଉଛନ୍ତି ।ତାହା ଦେଖି ବାକୁ ବାକି ରହିଲା ।
ମ ରାମପୁର ରୁ ବାରୁ ମାଝି ଙ୍କ ରିପୋଟ୍ ଫାଷ୍ଟ ନ୍ୟଜୁ ଓଡିଶା
What's Your Reaction?






