ମାଲକାନଗିରିରେ ବିଧାୟକ ଶ୍ରୀ ନରସିଂହ ମାଡ଼କାମୀଙ୍କ ବ୍ୟାପକ କ୍ଷେତ୍ର ପରିଦର୍ଶନ: ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା ଓ ନୂଆ ଯୋଜନାର ଦିଗନିର୍ଦ୍ଦେଶ
ମାଲକାନଗିରି, ୨୮/୨ : ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି ଓ ଭାରତୀୟ ଜନତା ପାର୍ଟିର ପୁର୍ବତନ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ବିଧାୟକ ପ୍ରତିନିଧି ଶ୍ରୀ ନିହାର ରାୟ, ମ୍ୟୁନିସିପାଲଟି ସାଂସଦ ଓ ବିଧାୟକ ପ୍ରତିନିଧି ବିଜୟ ମହାରଣା, ରାୱାଲ ତାୱରି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଜିଲ୍ଲାର ବିଭିନ୍ନ ବିକାଶ ଓ ପର୍ଯ୍ୟଟନ ସମ୍ଭାବନା ଯୁକ୍ତ ସ୍ଥାନମାନଙ୍କର ଏକ ବ୍ୟାପକ କ୍ଷେତ୍ର ପରିଦର୍ଶନ କରାଯାଇଛି। ଏହି ପରିଦର୍ଶନରେ ବିଧାୟକ ଶ୍ରୀ ମାଡ଼କାମୀ ବିଭିନ୍ନ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହିତ ନୂଆ ବିକାଶ ଯୋଜନା ପାଇଁ ଦିଗନିର୍ଦ୍ଦେଶ ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0