।। ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ବିଶାଳ ଜନ ସମାବେଶ ଅନୁଷ୍ଠିତ ।।

Oct 6, 2023 - 04:37
Oct 6, 2023 - 04:37
 0  30
।। ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ବିଶାଳ ଜନ ସମାବେଶ ଅନୁଷ୍ଠିତ ।।

ପ୍ରଦେଶ କଂଗ୍ରେସ ସଭାପତି ସଂମ୍ମାନୀୟ ଶରତ ପଟ୍ଟନାୟକଙ୍କ ସେମେତ ରାଜ୍ୟସ୍ତରୀୟ ଉଚ୍ଛ ସ୍ତରୀୟ କର୍ମକର୍ତ୍ତା ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ ଡ଼ ଚେଲାକୁମାର ବି ରାଜୁ ସାନଖେମୁଣ୍ଡି ବିଧାୟକ ରମେଶ ମାଝୀ ଜୟପୁର ବିଧାୟକ ତାରାପ୍ରସାଦ ବାଇନିପତି କୋରାପୁଟ ଜିଲ୍ଲା ସଭାପତି ଦୁର୍ଗାଶଙ୍କର ସାହୁ ଅବିଭକ୍ତ କୋରାପୁଟ ଜିଲ୍ଲା ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଯୋଜକ ରୂପକ ତୁରୁକ ଏମିତି ଅନେକ ଶୀର୍ଷ ସ୍ଥାନୀୟ ନେତା ଉପସ୍ଥିତ ଥିଲେ l ଅଧିକାଂଶ ପଦାଧିକାରୀ ବିଧାୟକ ପୂର୍ବତ୍ତନ ବିଧାୟକ ଉପସ୍ଥିତ ଜୟ କଂଗ୍ରେସ l ସମସ୍ତଙ୍କ ନାମ ଜାଣିନଥିବାରୁ ଉଲ୍ଲେଖ କରିପାରିଲି ନାହିଁ ଅନେକ ନେତାଙ୍କ ନାମ ଅଜ୍ଞ ଥିବାରୁ ଉଲ୍ଲେଖ କରିନଥିବାରୁ କ୍ଷମା ଚାହେଁ l

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ