।। ମାଝିଗାଁ ଅଙ୍ଗନୱାଡି ମନମୁଖୀ କାର୍ଯ୍ୟ କୁ ନେଇ ଗ୍ରାମ ବାସି ଅଭିଯୋଗ ।।

Aug 8, 2023 - 06:30
 0  114
।। ମାଝିଗାଁ ଅଙ୍ଗନୱାଡି ମନମୁଖୀ କାର୍ଯ୍ୟ କୁ ନେଇ ଗ୍ରାମ ବାସି ଅଭିଯୋଗ ।।

ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ସତ କିନ୍ତୁ ଗରିବ ଲୋକମାନଙ୍କ ପାଇଁ ବୋଲି ଆପଣ ମାନେ ଜାଣି ଛନ୍ତି ହେଲେ ତାହା ବିଭାଗ ରେ କାର୍ଯ୍ୟ ତୁଲାଇ ନ ଥିବା ଯୋଗୁଁ ଲୋକେ ସରକାରୀ ଯୋଜନା ପାଇବା ରୁ ବଞ୍ଚିତ ଅଛନ୍ତି ଗ୍ରାମ ବାସି l

ଗ୍ରାମାଞ୍ଚଳ ରେ ଯଦି ଦେଖିବା ସରକାରୀ ଯୋଜନା ଫେଲ ମାରୁଥିବା ଏକ ଖବର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ମାଝିଗାଁ ର ଅଙ୍ଗନୱାଡି ଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ଗ୍ରାମବାସି ଅଭିଯୋଗ ଆଣିଛନ୍ତି l

ଦୀର୍ଘ ଦିନ ହେବ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି ଏବଂ ଦିଦି ଙ୍କ ଦେଖା ନାହିଁ l ଦିଦି ଙ୍କୁ କିଛି ପଚାରିଲେ ଦିଦି ଅଲଟା ନାଲି ଆଖି ଦେଖାଇ ଧମକ ଚମକ ମଧ୍ୟ ଦେବା ଗାଁ ଲୋକେ ଅଭିଯୋଗ କରିଥିଲେ l ଏହାକୁ ନେଇ ବିଭାଗ ରେ ଥିବା ଉଚ୍ଚପଦାଧିକାରୀ ତଦନ୍ତ କରି ଦୃଢ ରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣ ରେ ଅଭିଯୋଗ l

ଏହା ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ପରେ ଏହାକୁ କେବେ ତଦନ୍ତ କରି କଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା l

ଥୁଆମୂଳ ରାମପୁର ବ୍ଲକ ରୁ ବାଲେଶ୍ୱର ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ