।। ମନ୍ଦିର ପରିସରରେ ପଶିଲା ଉନ୍ମତ ଦନ୍ତା ।।

Jul 24, 2025 - 20:49
 0  8
।। ମନ୍ଦିର ପରିସରରେ ପଶିଲା ଉନ୍ମତ ଦନ୍ତା ।।

ପାଟଣା ତା:-୨୪/୦୭/୨୫ ପାଟଣା ମୁଖ୍ୟାଳୟ ସ୍ଥିତ ପବିତ୍ର ବୈତରଣୀ ନଦୀ କୂଳେ ଥିବା ପ୍ରସିଦ୍ଧ ପରମେଶ୍ବର ମନ୍ଦିର ପରିସରରେ ଗୋଠଛଡ଼ା ଦନ୍ତା ପଶି ଆଜି ବ୍ୟାପକ ଭଙ୍ଗାରୁଜା କରିଛି।ଗୋଠଛଡ଼ା ଦନ୍ତା ଟି ଗତକାଲି ରାତିରୁ ମନ୍ଦିର ନକଟରେ ଥିବା ଜଙ୍ଗଲ ରେ ଡେରା ପକାଇ ଥିଲା।ଆଜି ସକାଳୁ ସକାଳୁ ଦନ୍ତା ଟି ମନ୍ଦିର ପରିସରରେ ବୁଲିବା ସହ ସେଠାରେ ଥିବା ଏକ ଘର ଭିତରେ ପଶି ଯାଇଥିଲା।ଏହି ହାତୀକୁ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇ ମଜ୍ଜା ନେଉଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ