।। ଭବାନୀପାଟଣା ଠାରୁ ରାଚୁଗୁଡ଼ା ଯିବା ସମୟରେ କିଟ୍ ପଦର୍ ରାସ୍ତା ରେ ଦୁର୍ଘଟଣା ।।

May 1, 2024 - 16:09
 0  63
।। ଭବାନୀପାଟଣା ଠାରୁ ରାଚୁଗୁଡ଼ା ଯିବା ସମୟରେ କିଟ୍ ପଦର୍ ରାସ୍ତା ରେ ଦୁର୍ଘଟଣା ।।

କଳାହାଣ୍ଡି ଜିଲ୍ଲା ଭବାନୀାଟଣା ଠାରୁ ରାଚୁଗୁଡା ଏକ ତିନିଚକିଆ ଅଟୋ ଗାଡ଼ି ରେ ତିନିଜଣ ଯାଉଥିବା ସମୟରେ କିଟ୍ ପଦର୍ ନିକଟ ରାସ୍ତା ପାଖରେ ଦୁର୍ଘଟଣା ଗ୍ରସ୍ତ ରେ ଦୁଇଜଣ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତା ରେ ଯାତାୟାତ କରୁଥିବା ଯାତ୍ରୀ ମାନେ ଦେଖି ତାଙ୍କୁ ସାହାଯ୍ୟ କରିଥିଲେ । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ 108 ନମ୍ବର ରେ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଫଳରେ ଆମ୍ବୁଲାନ୍ସ ପହଞ୍ଚି ଭବାନୀପାଟଣା ମୁଖ୍ୟ ଚିକିଶ୍ଚଳୟ କୁ ପଥେଇଦିଆ ଯାଇଥିଲା ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ସହ ମାନସ କୁମାର ନାଏକଙ୍କ ରିପୋର୍ଟ ଫାଷ୍ଟ ନୀଉଜ ଓଡ଼ିଶା ।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ