।। ଭବାନୀପାଟଣା MSA ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।।

May 20, 2024 - 21:25
 0  144
।।  ଭବାନୀପାଟଣା MSA ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।।

ସ୍କୁଟି କୁ ପଛରୁ ପିଟିଲା ହାଇୱା । OD24H4461 ନଂ ହାଇୱା ଧକ୍କାରେ ସ୍କୁଟି ଚାଳକ ମହିଳା ମୃତ । ମୃତକ ଜଣକ ହେଲେ ସଞ୍ଜ ସ୍ମିତା ମୁଣ୍ଡ । ସେ ଭବାନୀପାଟଣା ସ୍ଥିତ ବାଲାଜି ନର୍ସିଂହୋମ ରେ ନର୍ସ ଭାବରେ କାର୍ଯ୍ୟରତ ଥିଲେ । ଡ୍ୟୁଟି ସାରି ଫେରୁଥିବା ବେଳେ ପିଟିଲା ହାଇୱା ।ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ର ତଦନ୍ତ ଜାରି ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୂଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ