।। ବ୍ଲକର 30 ଜଣ ଚାଷୀ ମାନଙ୍କୁ ନେହିଁ 5 ଦିନିଆଁ ତାଲିମ ଅନୁଷ୍ଠିତ ।

Nov 20, 2023 - 17:14
 0  16
।। ବ୍ଲକର 30 ଜଣ ଚାଷୀ ମାନଙ୍କୁ ନେହିଁ 5 ଦିନିଆଁ ତାଲିମ ଅନୁଷ୍ଠିତ ।

ତାରିଖ 20.11.23 ଆଞ୍ଚଳିକ ରେଶମ ଉତ୍ପାଦନ ଗବେଷଣା କେନ୍ଦ୍ର କୋରାପୁଟ ଭାରତ ସରକାର ଲାଣ୍ଡିଗୁଡା ଠାରେ କାଶୀପୁର ବ୍ଲକ ସେମିଲିଗୁଡା ବ୍ଲକର 30 ଜଣ ଚାଷୀ ମାନଙ୍କୁ ନେହିଁ 5 ଦିନିଆଁ ତାଲିମ ଅନୁଷ୍ଠିତ l ମୁଖ୍ୟ ଅତିଥି ଭାବରେ ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନୀ ଯୋଗ ଦେଇ ଦୀପପ୍ରଜ୍ବଳନ କରି ଶୁଭାରମ୍ଭ କରେଇଥିଲେ l ଗବେଷଣା କେନ୍ଦ୍ରର ପରିଚାଳିକା ପଦ୍ମାବତୀ ରାଜୁ ଖୋକନ ଢ଼ାଲି ପୂର୍ଣ୍ଣଚନ୍ଦ୍ର ରାଜୁ ସ୍ନିଗ୍ଧାରାଣୀ ବାନାର୍ଜୀ ବାସବ ବିଜୟ କଞ୍ଜିଲାଲ କଳ୍ପନା ପଟ୍ଟନାୟକ ବେଣୁଧର ପାଡ଼ିଆ ସମସ୍ତ ଷ୍ଟାଫ ମାନଙ୍କୁ ଆନ୍ତରିକତା ସହ ଧନ୍ୟବାଦଦେବା ସହ ସମସ୍ତ ରେଶମ ଚାଷ ଉପରେ ତାଲିମ ନେଉଥିବା ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭକାମନା ଜଣେଇଛନ୍ତି ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନୀ l

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ