।। ବିଜୁ ଏକ୍ସପ୍ରେସ୍ ସଡ଼କରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ।।

Sep 22, 2023 - 19:36
 0  182
।। ବିଜୁ ଏକ୍ସପ୍ରେସ୍ ସଡ଼କରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ସିନାପାଲି ସହର ନିକଟ ବିଜୁ ଏକ୍ସପ୍ରେସ୍ ୱେ ରେ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି l ମୃତକ ଦୁଇ ଜଣ ସିନାପାଲି ଥାନା ଦର୍ଲିପଡା ଗାଁର ବୋଲି ଜଣାପଡିଛି l ଖବର ପାଇ ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଶବକୁ ଜବତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ସିନାପାଲି ଡାକ୍ତର ଖାନରେ ଚିକିତ୍ସl ପାଇଁ ଭର୍ତି କରିଥିବାବେଳେ ପରେ ଅବସ୍ଥା ଗୁରୁତର ହେବାରୁ ଭାବନିପାଟଣା କୁ ସ୍ଥାନାନ୍ତର କରାଯାଇଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ