।। ବାରିପଦା- ମୟୂରଭଞ୍ଜ ପାଲ ବଣି ଦୁର୍ଗାପୂଜା ମଣ୍ଡପରେ ସୋମବାର ସଂଧ।ରେ ଉଜଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।।

Oct 15, 2024 - 19:58
 0  13
।। ବାରିପଦା- ମୟୂରଭଞ୍ଜ ପାଲ ବଣି ଦୁର୍ଗାପୂଜା ମଣ୍ଡପରେ ସୋମବାର ସଂଧ।ରେ ଉଜଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।।

ଉଜଯାପନୀ ସିଂଧାରେ ମଞ୍ଚାସିନଅତିଥିଗଣଙ୍କୁ ଫୁଲଗୁଛ ଦେଇ ସମ୍ବଧୀତ କରିଥିଲେ। ଏହି ପୂଜାର ପ୍ରାଣକେନ୍ଦ୍ର କୁହାଯାଉଥିବାଅତିଥିଗଣ-ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ଦାସ, ସଞ୍ଜିବ ଦ୍ଵିବେଦୀ, ଆଦିତ୍ୟ ଦଣ୍ଡପାଟ, ଙ୍କ ସହିତ ସମ୍ୟା ନିୟ ଅତିଥି ବାରିପଦା ନଗରପାଳ ମାନ୍ୟବର ଶ୍ରୀଯୁକ୍ତ କୃଷ୍ଣ।ନନ୍ଦ ମହାନ୍ତି,ଓ ଦେବାଶିଷ୍ପାତ୍ର, ଉପସ୍ତିତ ଥିଲେ। ଏହାସହିତ ପୂଜା କମିଟିର ସମସ୍ତ ସଦସ୍ୟଗଣ ଅଜିତ ଦାସ, ରତିକାନ୍ତ ବେହେରା, ରଞ୍ଜନ ପଟ୍ଟନାଏକ, ଶଶାଙ୍କ ଶେଖର କର, ଶଙ୍କୁ ପାଲ, ଜାନୀ, ଅଶୋକ ଜେନା, କୁନା ସାମଲ, ଜଗବନ୍ଧୁ ମହାନ୍ତ ଉପସ୍ତିତ ଥିଲେ। ୪୦ ବର୍ଷ ପୂର୍ତ୍ତୀ ଅବସରରେଏହା ସହରର ମୋଟ ୩୧ ମଣ୍ଡପରୁ ୨ୟ ସ୍ଥାନ ପାଇ ପୁରସ୍କୃତ ହୋଇଥିଲା ଏହା ମୟୂରଭଞ୍ଜ ଜିଲ୍ଲା ର ଅନ୍ୟତମପୂଜାମଣ୍ଡପ, ଏହାକୁ ଦେଖିବା ପାଇଁ ୫ ଦିନ ଧରୀ ଭକ୍ତଙ୍କ ଭିଡ଼ ଜମିଥାଏ,ଏହା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନକୁ ପ୍ରତିଦିନ ସଂଧାରେ ମୁଖରିତ କରୁଥାଏ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ