।। ବରୀ ବିଜେଡିକୁ ଲାଗିଲା ଝଟକା ।।

Aug 17, 2024 - 16:47
 0  224
।। ବରୀ ବିଜେଡିକୁ ଲାଗିଲା ଝଟକା ।।

ବିଜେଡି ଛାଡ଼ି ବିଜେପିରେ ମିଶିଲେ ଜନ ପ୍ରତିନିଧି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରୀ ବ୍ଲକର ଚେୟାରମେନ ଆଶୋକ କୁମାର ଗେଡି ସହ ୧୧ ଜଣ ସମିତି ସଭ୍ୟ,୭ ଜଣ ସରପଞ୍ଚ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ଅଶୋକ କୁମାର ଗେଡି କହିଛନ୍ତି ବରୀକୁ ଅଧିକ ସୁଦୃଢ କରିବା ପାଇଁ ଆମେ ଆଜି ଏହି ନିଷ୍ପତି ନେଇଛୁ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ