।। ଫୁଲଡ଼ୁମେର ଗ୍ରାମରେ ବସୁଧା ଯୋଜନା ଫେଲ: ଅବିଯୋଗ ଆଣିଲେ ଗ୍ରାମବାସୀ ।।

May 16, 2023 - 20:58
May 16, 2023 - 21:09
 0  12
।। ଫୁଲଡ଼ୁମେର ଗ୍ରାମରେ ବସୁଧା ଯୋଜନା ଫେଲ: ଅବିଯୋଗ ଆଣିଲେ ଗ୍ରାମବାସୀ ।।

ବିକାଶ ବିକାଶ ବୋଲି ଡିଡିମ୍ବ ପିଟୁଥିବା ସରକାର ଆଜି ପର୍ଯ୍ୟନ୍ତ ଗାଁ ର ଲୋକଙ୍କୁ ମୌଳିକ ସୁବିଧା ବଞ୍ଚିତ l ସରକାର ଙ୍କ ମାଳ ମାଳ ଯୋଜନା କରି ଯୋଜନା ନାଁ ଦୁର୍ଗମ ଅଞ୍ଚଳ ର ଲୋକଙ୍କ ସରଳତା ଦେଖି ପ୍ରଶାସନ ହେଉ କି ରାଜନେତା ହେଉ ମିଠା ମିଠା କଥା କହି ମିଥ୍ୟା ପ୍ରତିଶୃତି ଦେଇ ଧୂଆଁ ଭୁଲେଇ ଗାଁ କୌଣସି ସୁବିଧା କରୁନ ଥିବା ଗ୍ରାମବାସୀ ଅଭିଯୋଗ ଆଣିଥିବା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବନ ପାହାଡ଼ ଘେରା କାଣୀଗୁମା ପଞ୍ଚାୟତ ଫୁଲ ଡ଼ୁମେର ଗ୍ରାମ ପାନୀୟ ଜଳ ଶଙ୍କଟ l ଏହି ଗ୍ରାମରେ 28ପରିବାର ଥିବା ବେଳେ ଗାଁ ଦୀର୍ଘ 40/50ବର୍ଷ ହେଲା ଗ୍ରାମରେ ରାସ୍ତା ହେଉ କି ପାନୀୟ ଜଳ ର ବ୍ୟବସ୍ତା ହୋଇ ନ ଥିବା ଦେଖା ଦେଇଛି ହେଲେ ଏଥିରେ ବସୁଧା ବୋଲି ଏକ ସୂଚନା ମୂଳକ ଟାଙ୍ଗିବା ଦୃଶ୍ୟ ଆପଣ ମାନେ ଦେଖିପାରୁଥୁବେ ହେଲେ ଆମେ ଯାହା ଦେଖି ଲୁ ତାହା ବାସ୍ତବ ରେ ଜାଣିଚୁ କି କେବେଡା ଝରଣ ନଦୀ କୁ ଲାଗିଥିବା ଏକ ଜମା ହୋଇ ଥିବା ପାଣି କୁ ବ୍ୟବହାର କରିବା ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହୋଇ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ବାରମ୍ବାର ଯାଉଥିବା ଗ୍ରାମବାସୀ କରିଥିଲେ l ଏହି ଅସୁବିଧା କୁ ନେଇ ବାରବାର ଗ୍ରାମବାସୀ ଅନେକ ବ୍ଲକ ପ୍ରଶାସନ ଠାରୁ ରାଜନେତା ପର୍ଯ୍ୟନ୍ତ ଅଭିଯୋଗ କରି କରି ଥକି ଶେଷରେ ଗଣମାଧ୍ୟମଖବର ପ୍ରସାରଣ କାରିବାକୁ ବାଧ୍ୟ ହେଲେ ଏହି ଖବର ଗଣମାଧ୍ୟମ ରେ ପ୍ରସାରଣ ହେଲା ପରେ ପ୍ରଶାସନ କଣ ପଦକ୍ଷେପ ନେଇ ସୁବିଧା ଲୋକେ ପାଇବେ ତାହା ସମୟ କହିବ l

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ