।। ପ୍ରେମିକା ପାଖକୁ ଆସି ପ୍ରେମିକ ସାଜିଲା ଝୁଲନ୍ତା ଶବ ।।

Sep 18, 2024 - 15:30
 0  605
।।  ପ୍ରେମିକା ପାଖକୁ ଆସି  ପ୍ରେମିକ ସାଜିଲା ଝୁଲନ୍ତା ଶବ ।।

ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ପ୍ରତାପପୁର ଗ୍ରାମପଞ୍ଚାୟତ ର ନୁଆଗୁଡ଼ା ଗ୍ରାମ ବାନେରୀଆ ପଡ଼ା ର ଦୁର୍ଜନ ବନେରିଆଙ୍କ ପୁଅ କୁଶ ବାନେରିଆ ଗତ ରବିବାର ସନ୍ଧ୍ୟା ୮ ଘଟିକାରୁ ଘରୁ ବାହାରି ନିଖୋଜ ଥିଲା । ଫଳରେ ଆଜି ୧୮/୦୯/୨୦୨୪ ରିଖ ବୁଧବାର ଦିନ ସୂଚନା ଫଳକ ଜଣାପଡିଛି କି ବଡ଼ କର୍ଲାକୋଟ ଗ୍ରାମ ପଞ୍ଚାୟତ ର ଲାଖବାହାଲି ଗ୍ରାମ ର ଏକ୍ଟାଗୁଡ଼ା ଯିବା ରାସ୍ତା ଛୋକ ନିକଟ ଏକ ଗଛ ଉପରେ ଦଉଡ଼ି ରେ ଝୁଲୁଛି ଘଟଣା ସ୍ଥଳରେ ମୃତକଙ୍କ ପରିବାର ଜୟପାଟଣା ଥାନାରେ ଏତଲା ଦେବାରୁ ପ୍ରଶାସନ ଆସି ତଦନ୍ତ ଜାରି ରହିଛି , ଆସନ୍ତୁ ମୃତକଙ୍କ ସମ୍ପର୍କୀୟ ଙ୍କୁ କିଛି ପଚାରି ବୁଝିବା । -.......

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ