।। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀଙ୍କ ଭାତୃ ବିୟୋଗ ।।

Sep 15, 2024 - 13:47
 0  133
।। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀଙ୍କ ଭାତୃ ବିୟୋଗ ।।

ବରୀ,:ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଭାତୃ ବିୟୋଗ ଘଟିଛି। ବଡଭାଇ ବସନ୍ତ କୁମାର ଜେନା ୮୨ ବଷ ବୟସରେ ଇହଧାମ ତ୍ଯାଗ କରିଛନ୍ତି । ସେ ରତ୍ନଗିରି ଉଚ୍ଚ ଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଥିଲେ। କିଛି ଦିନ ହେବ ସେ ବାଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳର ବହୁ ଶିକ୍ଷାବିତ, ବୁଦ୍ଧିଜିବୀମାନେ ଶେଷ ଦର୍ଶନ ପାଇଁ ରତ୍ନଗିରି ଠାରେ ପହଞ୍ଚିଥିଲେ। ମରଶରୀରକୁ ଏକ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯାଇଥିଲା । ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା, ରାଜ କୁମାର ଜେନା, ନିର୍ମଳ କୁମାର ଜେନା, ଶୈଳେନ୍ଦ୍ର ଜେନା ପ୍ରମୁଖ ଶୋଭାଯାତ୍ରାରେ ଯୋଗଦେଇଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ