ପୁଣି ଆତଙ୍କ ଖେଳେଇ ଛନ୍ତି ଗଜରାଜ

Mar 14, 2026 - 05:50
 0  19
ପୁଣି ଆତଙ୍କ ଖେଳେଇ ଛନ୍ତି ଗଜରାଜ

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ପଞ୍ଚାୟତ ଡ଼ାମ୍ବା ଗ୍ରାମ ରେ ଗଜରାଜ ଙ୍କର ଆକ୍ରମଣ ରେ ଦୁଇ ଜଣ ଙ୍କର ମୃତ୍ୟୁ ହେବା ସୂଚନା ମିଳିଛି । ସୂଚନା ମୁତାବକ (୬୩) ବୟଷ ବାମ ପ୍ରଧାନ ଏବଂ ଅନ୍ୟ ଜଣେ କୀର୍ତ୍ତନ ଭଗରତୀ ବୟଷ (୬୫) ଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଲୋକମାନେ ଭୟଭୀତ ଥିବା ମଧ୍ୟ ସୂଚନା ଆସୁଛି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ