ପାଚିକା ମହାସଂଘର ମାଆମାନେ ଆଜି ନ୍ୟାୟ ପାଇଁ ରାଜଧାନୀ ମୁହଁ:ନିରିହ ଏହି କର୍ମାରତ ମାଆ ମାନଙ୍କୁ ଅବହେଲା କାହିଁକି
ଓଡିଶା ର ପ୍ରତ୍ୟେକ ଜିଲ୍ଲାରେ କର୍ମା ରତ ପାଠିକା ମାନେ ତାଙ୍କ ଦାବୀ ଆଜି ଯାଏଁ ସରକାର ମାନି ନାହାନ୍ତି। ଫଳରେ ମାଆ ଆଜି ରାଜରାସ୍ତାରେ ତାରହକ ପାଇଁ ଏହା ଏକ ସମାଜ ପାଇଁ ନିନ୍ଦନୀୟ ବିଷୟ ବୋଲି ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଉଛି। ପାଚିକା ମା ମାନଙ୍କର କଠୋର ପରିଶ୍ରମ ର ଉଚିତ ମୂଲ୍ୟ ମିଳୁନାହିଁ, ମାସକୁ ୩୦୦୦/ ଦିନକୁ ୧୦୦ ଟଙ୍କାରେ ନିଜର ଗୁଜରାଣ ମେଣ୍ଟେଇବା ଏକ ପ୍ରକାର ସରକାରଙ୍କର ଲଲିପୋପ ଦେଖାଇବା ଭଳି । ଏଣୁ ସକାଳ ୯ଟାରୁ ଦିନ ୩ଟା ଯାଏ ରୁଷେଇକାମରେ ରହୁଥିବା ସହିତ ବିଦ୍ୟାଳୟର ଯାବତୀୟ କାର୍ଯ୍ୟକରୁଥିବା ଏହି ମାଆ ମାନଙ୍କୁ ନ୍ୟାୟ କେବେ ?
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0